Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପ୍ରିୟ
32 storys
ମନେ ପଡେ ପିଲାଦିନ
Dr Jharana Satapathy · 2 min read · 4.1K reads
ସିପ୍ରା,ସଂଘମିତ୍ରା,ସ୍ବପ୍ନା ସାଗରିକା...ସଂଗ ମେଳରେମନେପଡିଲା ପିଲାଦିନର ଧୂଳିଖେଳଠାରୁ ସ୍କୁଲ ଜୀବନି ଏବଂ କଣ୍ଡେଇ ଖେଳ
Inspirational
ଫିକା ସମ୍ପତ୍ତି
Pallabi Das · 3 min read · 348 reads
ଏବେ ଘନଶ୍ୟାମ ବାବୁଙ୍କ ଚିନ୍ତା ବଢ଼ିବାରେ ଲାଗିଛି ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପାଇଁ । ଗୋଟେ ଗୋଟେ ଟେଷ୍ଟରେ ମାଟି ଗୋଡ଼ି ପରି ପଇସା ଖର୍ଚ ଚାଲିଛି । ଧୀରେ ଧୀରେ ସମ୍ବଳ ଶେଷ ହବାକୁ ବସିଲାଣି । ଘନଶ୍ୟାମ ବାବୁଙ୍କ ସମସ୍ତ ଜମା ପୁଞ୍ଜି ସ୍ତ୍ରୀଙ୍କ ଦେହ ଠିକ୍ କରିବାରେ ଖର୍ଚ୍ଚ ହୋଇଚାଲିଛି । ଆଜି ତାଙ୍କର ମନେ ପଡୁଛି ତାଙ୍କ ପ୍ରିୟ ବଡ ଭାଇର ତାଗିଦ୍ ସବୁ ଯାହାକୁ ସେ ଖାତିର୍ ତିଳେ ହେଲେ କରନ୍ତି ନାହିଁ ।
Thriller
ହେ ମାନବ ତୋତେ କୋଟି ନମସ୍କାର
Sukanti Hotta · 2 min read · 512 reads
ପ୍ରଥମ ପିତା ତୁମମାନଙ୍କୁ (ମାନବ)କୋଟିକୋଟି ନମସ୍କାର କରି ଅନୁରୋଧ କରୁଛି ସ୍ୱାର୍ଥ ତ୍ୟାଗ କର, ପ୍ରଦୂଷଣ ମୁକ୍ତ ହୁଅ ...ତୁମେ ନିଜେ ବଞ୍ଚି ମୋର ସନ୍ତାନ ମାନଙ୍କୁ ବଞ୍ଚିବାକୁ ଦିଅ ।
Inspirational
ନିର୍ମମ ନିଦାଘ
Baman Chandra Dixit · 3 min read · 415 reads
ସେଦିନର ସେ ନିର୍ମମ ନିଦାଘ ଦି'ପହରରେବି ଏହି ସବୁଜ ଡକ୍ଟର କଲମଟା ମୋ ହାତର ତିନି ଆଙ୍ଗୁଳି ମଝିରେ ଚିପି ହୋଇ ଲୁହ ଝରାଉ ଥିଲା ମୋ ବାପାଙ୍କର ମଲା ଆଖିର ଅଧାଝରା ଲୁହ ପରି।
Drama
ବୁଝାମଣା
Parameswar Ojha · 5 min read · 441 reads
ଭୁଲ ତ ସଂପୂର୍ଣ୍ଣ ମୋର କ୍ଷମା ତ ମୋତେ ମାଗିବାର ଅଛି ତୁମକୁ , ମୁଁ ମୋ ଭୁଲ୍ ବୁଝିପାରିଛି କଥା ଦେଉଛି ଆଉ ଏମିତି କେବେବି ତୁମକୁ ବ୍ୟବହାର କରିବିନି ।
Tragedy
ଚଷମା
ASWINI DASH ଅଶ୍ୱିନୀ ଦାଶ · 1 min read · 161 reads
ସେ କହିଲା, ଏହି ଦୁନିଆ ପ୍ରିୟ ମୋର। ବିନା ଚଷମା ରେ ସବୁ ଜଳଜଳ ଦିଶେ।
Abstract
Loading…
Next page →