English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପ୍ରେମିକା
64 storys
ପ୍ରେମିକା
Subrat Kumar Muduli · 1 min read · 7.2K reads
ଡହଡହ ଖରା ସହିତ ସାଥିହୋଇ ସେଇ ଝିଅଟି କେମିତି କେଜାଣି ମୋ’ ନଜରକୁ କିଛିଦିନ ତଳୁ ଆସିଥିଲା । ଯାହାକୁ ଦେଖିବା ପାଇଁ ମୁଁ ଏକ ରକମ ପାଗଳ ହୋଇ ଉଠୁଥିଲି କାରଣ ସେ ମୋ’ ପୁରୁଣା ପ୍ରେମିକାପରି ଦେଖାଯାଉଥିଲା । ଯା’ହେଉ କାଲି ଲଘୁଚାପ ବର୍ଷାରେ ମୁଁ ତାକୁ ଦେଖିଲି ବସଷ୍ଟପରେ ଓଦାଓଦା ପୋଷାକରେ ସେ ଆହୁରି ଆପଣାର ଲାଗୁଥିଲା । ମୁଁ ଆଗଭଳି ଚୁପଥାଇ ତାକୁ ନିରୀକ୍ଷଣ କରୁଥିଲି ଆଖି ଆଗରେ ନାଚୁଥିଲା ସେଇ ହଜିଲା ଦିନର କଥା ମୋ’ ପ୍ରେମ ମୋ’ ପ୍ରେମିକା ଆଉ ହାରିଯିବାର ମେଞ୍ଚା ମେଞ୍ଚା କାହାଣୀ । ଦି ଚାରିଟା ବୁଲାକୁକୁରଙ୍କ କୁଙ୍କୁରି କାଙ୍କୁରି ଶବ୍ଦରେ ମୋ’ ଧ୍ୟାନ ଭଗ୍ନ ହେଲା ଆଗରେ ରଖା ହୋଇଥିବା ବାଇକ ଆଇନାରେ ମୁହଁ ଦେଖିଲି ଭାବନାକୁ ଅଟ୍ଟହାସ୍ୟ କରୁଥିଲା ମୋ’ ଢଳିଲା ବୟସ । ମୋବାଇଲ ରିଂ ଶବ୍ଦରେ ବାସ୍ତବତାକୁ ଫେରିଲି ମା’ ଫୋନକରି ମୁଁ ବର୍ଷାରେ ଭିଜିବା ଆଶଙ୍କାରେ ବ୍ୟସ୍ତ ହେଉଥିଲେ । ବୁଝିଲି ....ପ୍ରକୃତରେ ପିଲାମାନଙ୍କ ପାଇଁ ବାପା ମା’ ମାନେ ହିଁ ଜୀବନ୍ତ ଇଶ୍ଵର ତେଣୁ ମୋ’ ପ୍ରେମିକା ତା’ ବାପା ମା’ଙ୍କ କଥାରେ ପଡି ମତେ ପ୍ରତାରଣା ଦେଇ କିଛି ଭୁଲ କରିନି । ସାଇକେଲ ବାହାରକରି ଫେରିବା ପାଇଁ ପ୍ରସ୍ତୁତ ହେଉଥିଲି ହଠାତ ମୋ’ ପାଦ କ୍ଷଣିକ ପାଇଁ ଅଟକିଗଲା । ଝିଅଟି ବୋଧେ କାହାକୁ ଫୋନରେ ବଡବଡ ପାଟିରେ କହୁଥିଲା ........ ଛତିଶ ଆୟେଙ୍ଗେ ଛତିଶ ଯାୟେଙ୍ଗେ ଲେକିନ ମେରା ବାଲା ତୋ ପାପା ଲାୟେଙ୍ଗେ ।
Inspirational
ପ୍ରେମିକା ର ନଣନ୍ଦ
Aravinda Das · 7 min read · 7.6K reads
ସରୋଜ ଭାଇ, କଫି ନିଅନ୍ତୁ।ନିଜ ହାତରେ ବନାଇଛି।ଆଛା,ଆପଣ ଜଣେ ଭଲ କଳାକାର ବୋଲି ଭାଉଜ କହୁଥିଲେ। ଆକାଶବାଣୀ ରେ,ଷ୍ଟେଜ୍ ରେ ନାଟକ ବି କରନ୍ତି ।
Drama
ପ୍ରେମିକାର ବଡ଼ ଭଉଣୀ
Aravinda Das · 6 min read · 7.3K reads
ପରଦିନ ସାରା ଗାଁ ଲୋକେ ଫୁସୁରୁ ଫାସର ହେଉଥିଲେ, "କିଛି ଲଭ,ଫଭ୍ ଚକ୍କର ଥିଲା କି ?ବାହାଘରିଆ ଘରେ ଝିଅଟା ସୁଇସାଇଡ଼ କାହିଁକି କଲା ?
Others
ଅଧୁରା
Soumya Shubhadarshinee · 4 min read · 3.3K reads
ଉପଯାଚିକାର ପରିଚୟ ଠାରୁ ପ୍ରେମିକାର ପରିଚୟ ଢେର ସୁଖଦ। ସେଠି ସମାଜିକତା କେବେ ପ୍ରତିବନ୍ଧକ ହେବା ଅନୁଚିତ।
Romance
ପ୍ରେମ ପାଇଁ ପାପ
ସୌମ୍ଯ ରଞ୍ଜନ ମହାପାତ୍ର · 1 min read · 543 reads
ମୁଁ ମୋ ପ୍ରେମିକାର ସ୍ୱାମୀକୁ ଗାଡ଼ି ଚଢ଼ାଇ ମାରି ଦେବାକୁ ଚେଷ୍ଟା କରୁଥିଲି...
Crime
ପହିଲି ପ୍ରେମର ଦିନ
Akshayakumar Dash · 2 min read · 565 reads
ଯୁବତୀ ଜଣକ ହସିଦେଇ ଚାଲିଗଲେ । କୃଷ୍ଣ ଅନୁଭବ କଲା ପ୍ରେମର ପହିଲି ଛିଟା । କି ମଧୁର ସେ ଅନୁରାଗ । ଯୁବତୀ କିଛିଦୂର ଯାଇ ପଛକୁ ଫେରି ଚାହିଁଲେ । ସେ ଚାହାଁଣିରେ ଥିଲା ଆନ୍ତରିକତା ।
Romance
Loading…
Next page →