by Akshayakumar Dash ✓ · 19 Nov 2019
ଯୁବତୀ ଜଣକ ହସିଦେଇ ଚାଲିଗଲେ । କୃଷ୍ଣ ଅନୁଭବ କଲା ପ୍ରେମର ପହିଲି ଛିଟା । କି ମଧୁର ସେ ଅନୁରାଗ । ଯୁବତୀ କିଛିଦୂର ଯାଇ ପଛକୁ ଫେରି ଚାହିଁଲେ । ସେ ଚାହାଁଣିରେ ଥିଲା ଆନ୍ତରିକତା ।
Loading comments…
Loading comments…