StoryMirror - Read, Write, Share & Repeat- ଫୁଙ୍କା ଡାକ୍ତରLopamudra Mishra · 12 min read · 14.9K readsବୃଦ୍ଧା କନକ କମ୍ପାଉଣ୍ଡର ବାବୁ ଙ୍କ କଥା ଏକଦମ ବୁଝିଗଲେ l ତାଙ୍କ ପେଟ ଯନ୍ତ୍ରଣା କମିଲା କି ନାହିଁ କେଜାଣି l, ମୁହଁ ଟାକୁ କିନ୍ତୁ ହାଣ୍ଡି କରି..Comedy
- କଞ୍ଚା ଡାହାଣୀSatyabati Swain · 4 min read · 519 readsମଲା କି କୁଦୃଷ୍ଟି ପାଇଛନ୍ତି । ପର ଛୁଆ ଦେଖିଲେ ଆଖି ଗଳି ଯାଉଛି।ସେ ବଟ ସ୍ତ୍ରୀ ଟା ବି ଆସିଥିଲା। ସେଇଟା କେଉଁ କମ୍ କି ଷୋଳ କଳା ଡାହାଣୀ ଟି । କଞ୍ଚା ଖାଇଯିବ।Fantasy
- ବାବାBasanti Parida · 1 min read · 563 readsୟା ଭିତରେ ସାନ ନାନୀ ବହା ହୋଇ ତାର ଦୁଇଟି ଯାକ ଛୁଆ ଜନ୍ମ ହୋଇ ସାରିଥିଲେ।ତା ଘରେ ବି ସେଇ ଏକା କଥା।Inspirational
- ମୋର ପ୍ରଥମ ଲେଖାBasanti Parida · 1 min read · 554 readsଇଂରାଜୀ ମାଧ୍ୟମ ଶିକ୍ଷା ଜୋର ଧରୁଥିଲା।ସ୍କୁଲରେ ସାର୍, ଦିଦି ମାନେ, ଘରେ ବାବା ରଚନା ଘୋଷାନ୍ତି।Inspirational
- ଧର୍ମର ପ୍ରତାପଶିଶିର ସାହୁ ମନୋଜ · 2 min read · 298 readsଶସ୍ୟାଗାର ଲୁଣ୍ଠନକୁ ନେଇ ଏକମତ ଥିବା ଜନତା ମଧ୍ୟରେ ହଣାମରା ଲାଗିଗଲା । ଗୋଳ ଉଗ୍ରରୂପ ଧାରଣ କରି ଦେଶଯାକ ଵ୍ୟାପିଗଲା ।Inspirational
- ମଝି ପାହଚPratima Das · 5 min read · 237 readsଅନେକଥର, ବାପା ଡାକନ୍ତି, ଆଟିକେ, ମୋପାଖେ ବସ, କଣ ମନକଥା କହିଥାନ୍ତେ, ଦୁଃଖ ସୁଖ କଥା ହୋଇଥାନ୍ତେ, କିନ୍ତୁ ସେ କେବେ ଶୁଣି ନାହାନ୍ତି। ବାପାଙ୍କ ଗୋଡ଼ରେ କି ହାତରେ ଟିକିଏ ଘଷାମୋଡ଼ା କରି ନାହାନ୍ତି। ସାମାନ୍ୟ ଚଷମା ଟିଏପାଇଁ କେତେ କହି ନାହାଁନ୍ତି ବାପା, ଚନ୍ଦ୍ରରେ ପେପର ଟିକେ ପଢିବିରେ। ଚଷମାଟିଏ ଆଣିଦେ। ଖୁସିରେ ଚଷମାଟିଏ ଆଣିଦେବା ବଦଳରେ, ମୁରବୀପଣିଆ ଦେଖାଇ କହିଛନ୍ତି, ଏ ବୟସରେ ପେପର ପଢି କଣ କରିବ??କ'ଣ ରାଜନୀତି କରିବ ନା
ଅଫିସ ଯିବ? କାହିଁକି ବାପା ଥାଉ ଥାଉ ମୁରବୀପଣିଆ ଦେଖାଉଥିଲେ।??Others
Loading…