English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଫୋଟୋଆଲବମ୍
21 storys
କୁହୁଳା ନିଆଁର ଧୂଆଁ
Satyabati Swain · 7 min read · 374 reads
ଲୁହ ନୁହେଁ ଜିନାନୀର କୁଆଁରୀ ଜୀବନର ଅପଢ଼ା ପୃଷ୍ଠା ଭର୍ତ୍ତୀ ପ୍ରେମ କବିତା କି ଦେଖା ଯାଉଛି ତା ଆଖିରେ!!
Romance
ପିଲାଦିନ ସ୍ମୃୃୃତି
Dipti lekha Mishra · 2 min read · 544 reads
ସେ ଫୋଟ ଟି ଦେଖାଇ କହିଲେ କୁହ ତ ଏଠାରେ ମୁଁ କେଉଁଠି ଅଛି ? ଆରେ ଆରେ ତମେ କେମିତି ଚିହ୍ନିବ ଯେ ? ହେଉ ହେଉ ମୁଁ କହୁଛି । ଖୁସିରେ ଗଦ୍ ଗଦ୍ ହୋଇ କହିଚାଲିଲେ । ମୁଁ ଆନନ୍ଦରେ ଦେଖୁଥାଏ ଆଉ ଶୁଣୁଥାଏ । ଅନେକ ବର୍ଷ ପରେ ସେ ଆଜି ମୋ ସହ ଭଲ କଥା ହେଉଛନ୍ତି ଏଣୁ ମୁଁ ହାତଛଡା କରିବାକୁ ଚାହୁଁନଥିଲି । ମନ ଦେଇ ସବୁ କଥା ଶୁଣିବାକୁ ଭଲ ଲାଗୁଥିଲା ।
Others
ରିଙ୍ଗ ସେରିମନି
Ashok kumar Sethi · 6 min read · 7.5K reads
ସେ ବହୁତ ଗଳ୍ପଉପନ୍ୟାସ ପଢ଼ନ୍ତି । ଖୁବ ଶାଣିତ ତାଙ୍କର ତର୍ଜମା ।କଥା କଥା କେ ଗୋଟିଏ ଗପ କହି ଦୃଷ୍ଟାନ୍ତ ଦେବାକୁ ଭୁଲେ ନାହିଁ । ।
Drama
କିଛି ଲୁହ ପି ଯାଏ ଓଠ
Bibhu Samanta · 7 min read · 339 reads
ଏମିତି କଲେଜ ସରିଗଲା, ମୁଁ ବ୍ୟସ୍ତ ରହିଲି ଜୀବିକା ସନ୍ଧାନରେ, ସେ ବୁଡି ରହିଲା ପ୍ରତୀକ ପ୍ରେମରେ। ୟା ଭିତରେ ଅନେକ ମତାନ୍ତର ମନୋମଳିନ୍ୟ ଆସିଛି, ମୁଁ ସେ ସବୁକୁ ସମାଧାନ କରେ। ପୁଣି ମିଶି ଯାଆନ୍ତି ସେମାନେ।
Romance
ଅଭୁଲା ସେ ଗୋଟିଏ ଦିନ
Priyaranjan Biswal · 5 min read · 11.9K reads
ପରମ ମଝିରେ ମଝିରେ ମୁଁ ତାକୁ କିମ୍ବା ସିଏ ମତେ କଲ୍ କରଥିଲୁ। ଏମିତି ଏମିତିରେ ଆମ ଭିତରେ ଏକ ଭାଇ ଭଉଣୀର ନିବିଡ ସମ୍ପର୍କ ଗଢିଉଠିଲା।
Abstract
ସାୟାହ୍ନରେ ତାରୁଣ୍ୟ
Dr Subas Chandra Rout · 6 min read · 7.4K reads
ଡିଏଫଓ କହିଲେ, “ଆଚ୍ଛା, ଗୋଟେ ଗୁଳିରେ ସାତଟା ପକ୍ଷୀ କେମିତି ମଲେ ?”
Others
Loading…
Next page →