Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବତାସ
3 storys
ଏ ସନ ରଜ
Maitreyee Kamila · 1 min read · 519 reads
ଆଜି ସଂକ୍ରାନ୍ତି ଆର ସନ ରଜକୁ ଆମ୍ବ ଗଛର ଆମ୍ବ ବେପାରୀ ସବୁ ନେଇ ନେଇ ଥକିଲେ।ବାଡିରୁ ସପୁରୀ ପଣସ ବନ୍ଧୁ ପଣିଆରେ ଗଲା। ଆଉ ଆଗକୁ ଭାବି ପାରିଲାନି ଲୁହ ଦି ଥୋପା ଗଡି ଆସିଲା, କାନି ରେ ଆଖି ପୋଛୁଛି ଦେଖିଲାତା ଝିଅ ଓଲ୍ହାଉଛି ନାତି ନାତୁଣୀ କୁ ନେଇ, ମା ଦୁଃଖ ସହିନପାରି ପୋଡ଼ପିଠା କାକରା ମଣ୍ଡା ସପୁରୀ ପଣସ ଆମ୍ବ ସବୁ ସଜାଡି ଗାଁ କୁ ଆସି ପହଁଚିଲା। କହିଲା ମା ସବୁ ଥର ରଜ ଭାର ତୁ ପଠେଇ ଥାଉ ଏ ବର୍ଷ ମୋ ହାତରୁ ପିଠା ଖଣ୍ଡେ ଖାଇ ଦେଖ।ହାତ ଠାରି ଡାକିଲା ମାଣିଆ ବୋଉ ଆଉ ସୁକୁଟା ବା କୁ । ମାଣିଆ ବୋଉ ଆଖିରେ ଲୁହ, ନେତି ଆଇକୁ ଅନେଇ କହୁଛି ;କଣ ଆଉ ଭାବୁଛୁ ସବୁ ଦିନ ସମାନ ନୁହେଁ ଲୋ ବତାସ କିଛି ନେଇଯାଏ ପୁଣି କିଛି ଦେଇଯାଏ ।
Tragedy
ଝଡ଼ର ଗତିପଥ - ୧
Resing of pen · 3 min read · 434 reads
କିନ୍ତୁ ଜନପଦଠୁଁ ବହୁ ଦୂରରେ ଅବସ୍ଥିତ ରାଜରାଜୁଡ଼ା ପରିତ୍ୟକ୍ତ ଏସବୁ କୋଠିରେ ଏଭଳି ଶବ୍ଦର ତ ବହୁ ରହସ୍ୟମୟ କାରଣ ବି ଥାଇପାରେ
Classics
କାନ୍ଦିଲା ଗଛଟି
Narayan chandra Senapati · 2 min read · 362 reads
ଅନ୍ୟମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ସେ କୁହେ ଏ ଗଛ ପରା ତା ସାଥେ କଥା କୁହେ। ଲୋକେ ଭାବନ୍ତି ଏଟା ପାଗଳ। ଏତେ ଗଛ ସହ ମାତିଗଲା ଯେ ସତେ ଯେମିତି ଗଛଟି ତା ପରିବାରର ସଦସ୍ୟଟିଏ।
Tragedy