English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବନ୍ଧୁତ୍ୱ
14 storys
ବନ୍ଧୁତ୍ୱର ପରିଚୟ
Arati Sahoo · 4 min read · 8.1K reads
ଇଏ ତ ମୋର ଚାଳିଶ ବର୍ଷ ତଳର ସେହି ସହି ଯିଏ ମୋର ବିନା ଚଷମା ର ଚେହେରା ଟିକୁ ଚିହ୍ନି ପାରି ନଥିଲା।
Tragedy
ମିଶ୍ରବାବୁ ଏବଂ ତାଙ୍କ ଗାଁ
Jayanta Janapriya Mahakur · 3 min read · 627 reads
"ଛୋଟ ମୋର ଗାଁ" କବିତାଟି ଓ ସତେ ଯେପରି ଉଦ୍ୟମରତ ହେଉଥାଏ ସେହି ଛୋଟ, ସୁନ୍ଦର ଓ ଆପଣାର ଗାଁକୁ ଯିବା ପାଇଁ। ହଠାତ୍ ଗାଡ଼ିର ହର୍ନ ଶବ୍ଦ ଶୁଣି ନାତିଟି ମନସ୍କ ହୋଇ ଚାଲିଲା ତା'ର ମହାବିଦ୍ୟାଳୟ ଆଡ଼କୁ ।
Inspirational
ଅଭିଶପ୍ତ ପ୍ରେମ
itishree jena · 2 min read · 200 reads
ଅଭିଶପ୍ତ ପ୍ରେମ
Others
ଗୋପ ନାରୀ
Priyaranjan Biswal · 5 min read · 206 reads
ଗୋପ ନାରୀ
Tragedy
ବନ୍ଧୁତା
smrutirekha das · 2 min read · 400 reads
ବନ୍ଧୁତା
Children Stories
ସାଙ୍ଗ ହେବତ ଏମିତି
Debabrata Barik Debunu · 3 min read · 612 reads
ଦୋକାନୀର ରାଗ ଆହୁରି ବଢିଗଲା ସେ ଛୋଟ ପିଲାଟି ଉପରେ ଅଧିକ ରାଗି ଯାଇ ତା ଉପରେ ଗରମ ପାଣି ଢାଳି ଦେଲା । ସେ ଛୋଟପିଲାଟିଏ କେତେ ବା ସହିବ । ଦେହ ସାରା ଫୁଟୁକା ହେଇଗଲା ଆଉ ସେ ସହି ନପାରି କାନ୍ଦିପକଉଥାଏ । ତାକୁ ବହୁତ କଷ୍ଟ ବି ହେଉଥାଏ । ସେଇ ଜଳଖିଆ ଦୋକାନରେ ଆଉ ଏକ ଗରିବ ପିଲାଟେ କାମ କରୁଥିଲା । ସେ ଗରିବ ହେବାର କଷ୍ଟ ଜାଣିଛି ଆଉ ଅନୁଭବ କରିଛି ମଧ୍ୟ ସେ ପିଲାଟିର ନା ରାଜା ।
Inspirational
Loading…
Next page →