ଦୋକାନୀର ରାଗ ଆହୁରି ବଢିଗଲା ସେ ଛୋଟ ପିଲାଟି ଉପରେ ଅଧିକ ରାଗି ଯାଇ ତା ଉପରେ ଗରମ ପାଣି ଢାଳି ଦେଲା । ସେ ଛୋଟପିଲାଟିଏ କେତେ ବା ସହିବ । ଦେହ ସାରା ଫୁଟୁକା ହେଇଗଲା ଆଉ ସେ ସହି ନପାରି କାନ୍ଦିପକଉଥାଏ । ତାକୁ ବହୁତ କଷ୍ଟ ବି ହେଉଥାଏ । ସେଇ ଜଳଖିଆ ଦୋକାନରେ ଆଉ ଏକ ଗରିବ ପିଲାଟେ କାମ କରୁଥିଲା । ସେ ଗରିବ ହେବାର କଷ୍ଟ ଜାଣିଛି ଆଉ ଅନୁଭବ କରିଛି ମଧ୍ୟ ସେ ପିଲାଟିର ନା ରାଜା ।
Loading comments…