Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଶଙ୍କର
11 storys
ଶଙ୍କରର ପ୍ରିୟା
Deepak Sarangi · 2 min read · 200 reads
ପ୍ରିୟା କଥା ସିନା ସରିଗଲା ହେଲେ ଶଙ୍କରର ପ୍ରିୟା କିଏ ଥିଲା ? ଆପଣ ମାନେ ଜାଣିବାକୁ ନିଶ୍ଚିତ ଉତ୍ସୁକ ଥିବେ ।
Romance
ପୂର୍ଣ୍ଣ ସାର(ଜିତୁ)
shibaram dalai · 4 min read · 674 reads
ଏସବୁ ବଖାଣିଲା ବେଳକୁ ସତେଅବା ଆଗ୍ନେୟଗିରିର ଲାଭା ତରଳିଲା ପରି ପୂର୍ଣ୍ଣ ସାରଙ୍କ ଅଶ୍ରୁ ନିଗିଡି ଚାଲିଥିଲା । ମୁଁ କିନ୍ତୁ ସାଉଁଟି ଚାଲିଥିଲି ଅଶ୍ରୁ ଗୁଡିକୁ ନିଜର କରିବା ପାଇଁ ।
Tragedy
ସାଙ୍ଗ ହେବତ ଏମିତି
Debabrata Barik Debunu · 3 min read · 612 reads
ଦୋକାନୀର ରାଗ ଆହୁରି ବଢିଗଲା ସେ ଛୋଟ ପିଲାଟି ଉପରେ ଅଧିକ ରାଗି ଯାଇ ତା ଉପରେ ଗରମ ପାଣି ଢାଳି ଦେଲା । ସେ ଛୋଟପିଲାଟିଏ କେତେ ବା ସହିବ । ଦେହ ସାରା ଫୁଟୁକା ହେଇଗଲା ଆଉ ସେ ସହି ନପାରି କାନ୍ଦିପକଉଥାଏ । ତାକୁ ବହୁତ କଷ୍ଟ ବି ହେଉଥାଏ । ସେଇ ଜଳଖିଆ ଦୋକାନରେ ଆଉ ଏକ ଗରିବ ପିଲାଟେ କାମ କରୁଥିଲା । ସେ ଗରିବ ହେବାର କଷ୍ଟ ଜାଣିଛି ଆଉ ଅନୁଭବ କରିଛି ମଧ୍ୟ ସେ ପିଲାଟିର ନା ରାଜା ।
Inspirational
ବିକ୍ରମ ବେତାଳ - ୧୬
ଓଡିଆ ଶିଶୁ ଗପ · 5 min read · 7.6K reads
ଏହା ଶୁଣି ଶଙ୍କର ଶାସ୍ତ୍ରୀ ନୀତିବାଣୀ ଶୁଣାଇବା ଭଙ୍ଗୀରେ କହିଲେ, ହେ ଦାନବରାଜ, ମାଛ ଜଳରେ ସ୍ୱାଭାବିକ ଭାବରେ ଜୀବନ ଧାରଣ କରିପାରେ ।
Classics
ବାଇଶି ଇଞ୍ଚିଆ ସାଇକେଲ
Gopal Das · 10 min read · 3.1K reads
ଆଜି ଭି ପ୍ରଭାତୀ ସେ ପୁରରେ ଥାଇ ବି ସବୁଦିନ ସ୍ୱପ୍ନରେ ଆସି ଏହି ସାଇକେଲରେ ବସିବାକୁ ଜିଦ୍ ଧରନ୍ତି।
Others
ସଦ୍ ବୁଦ୍ଧି
Pramod Kumar Jena · 5 min read · 22.2K reads
ଦୁଇଟି ପବିତ୍ର ଆତ୍ମାର କାହାଣୀ
Inspirational
Loading…
Next page →