by shibaram dalai ✓ · 3 May 2019
ଏସବୁ ବଖାଣିଲା ବେଳକୁ ସତେଅବା ଆଗ୍ନେୟଗିରିର ଲାଭା ତରଳିଲା ପରି ପୂର୍ଣ୍ଣ ସାରଙ୍କ ଅଶ୍ରୁ ନିଗିଡି ଚାଲିଥିଲା । ମୁଁ କିନ୍ତୁ ସାଉଁଟି ଚାଲିଥିଲି ଅଶ୍ରୁ ଗୁଡିକୁ ନିଜର କରିବା ପାଇଁ ।
Loading comments…
Loading comments…