English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବସ୍ଷ୍ଟପ୍
41 storys
ଅଭୁଲା ସେ ସ୍ମୃୃତି
Jagabandhu Sahu · 3 min read · 495 reads
ଅଜଣା ଅଚିହ୍ନା ଝିଅଟିଏ ମୋ ସହିତ ଏମିତି କଥା ବାର୍ତ୍ତା କରୁଛି ଯେମିତି ସେ ମୋ ସହିତ ଆଗରୁ ତାର ପରିଚୟ ଅଛି !
Others
ମାଆ
Manoj Dalbehera · 3 min read · 488 reads
ଶୁନଶାନ ଶ୍ମଶାନ ଭିତରଦେଇ ସ୍ତ୍ରୀଲୋକଟିଏ ଆସୁଥିଲା ଏକାଏକା I ଆଶ୍ଚର୍ଯ୍ୟ ହେଲି ମୁଁ ନିଛାଟିଆ ଖରାବେଳେ ଏକାଏକା ଆସୁଥିବାର ଦେଖି I କାରଣ ନିଛାଟିଆ ବେଳେ ଏଠାରେ ଲୁଟପାଟ ହେବାର ନଜିର୍ ରହିଛି I ଏଇ ତ ଅଳ୍ପଦିନ ତଳେ ଦୁର୍ଘଟଣାଟିଏ ଘଟିଥିଲା ଏଇ ବାଟରେ I ପଚାରିଲି – ମାଆ ! ଏ ନିଛାଟିଆ ରାସ୍ତାରେ ତୁ ଏକା ଯେ ? ତୋତେ କ’ଣ ଭୟ ଲାଗୁନାହିଁ ? ସ୍ତ୍ରୀଲୋକଟି ଅଳ୍ପ ହସିଦେଲା I କହିଲା – କାହିଁକି , ମୋ ସାଙ୍ଗରେ ମୋ ପୁଅ ଅଛି ପରା ?
Others
ସଂସ୍କାର
Laxman Kumar Behera · 5 min read · 7.3K reads
ମୁଁ ମନା କଲି, କାହିଁକି ଚଢାଉଛ, ବସ୍ ରେ ତ ଲୋକ ଭର୍ତ୍ତି । ମୋ କଥା ଶୁଣି ସମସ୍ତେ ହସିଦେଲେ । କଣ୍ଡକ୍ଟରର ସପକ୍ଷରେ ସେଦିନ ସମସ୍ତେ ଥିଲେ ।
Tragedy
ଘର
Rajesh Kumar Barik · 2 min read · 449 reads
ଆଉ କେତେ ଦିନ ନିଜର ନିଜତ୍ବ ହରାଇ ରହିବାକୁ ପଡିବ ଏଇ ସମାଜ ଆଖି ରେ! କଣ୍ଡକ୍ଟର କର୍କଶ ଶବ୍ଦରେ ପଛପଟ ସିଟ୍ ରେ ବସିଥିବା ମାଉସୀଙ୍କୁ
Tragedy
ନିଃସହାୟ ସନ୍ଧ୍ୟା
Writer Roja Panda · 3 min read · 475 reads
ସତରେ ନାରୀଟିଏ ଯୁଗେ ଯୁଗେ ନିଜକୁ ସବୁ ସ୍ଥାନରେ ଅସୁରକ୍ଷିତ ମନେକରେ । ବିପଦ ଥାଉକି ନଥାଉ ସେ ଭୟଭୀତ ହେଇପଡ଼େ ବିପଦର ଆଶଙ୍କାରେ ।
Others
ପରିବର୍ତ୍ତନ
ଶିବନାରାୟଣ ମିଶ୍ର · 2 min read · 500 reads
ଦୋଳ ପୂର୍ଣ୍ଣିମା ର ଦୋଳ, ରଜ ଦୋଳି ର ଯେ କି ଅବସ୍ଥା ହୋଇଥିବ ବୁଝିବାକୁ ବାକି ନଥିଲା ।
Abstract
Loading…
Next page →