Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବାତ୍ୟା
28 storys
ଅବୁଝା
Madhumita Mishra · 5 min read · 233 reads
ମାଧବୀ ଆଉ କେବେ ଫେରି ଆସିବେନି । ଖାଦ୍ୟ ଯୋଗାଡ଼ ଯେଉଁଠି ପ୍ରଶ୍ନବାଚୀସେଇଠି ଘର କି ଜମି ପାଇଁ ପଇସା ଦେବା । ହଠାତ୍ ବିଶୁ ଭାଇ ହସି ଉଠିଲେହସ ତ ନୁହେଁଅଟହାସ୍ୟଯାହାର ଅର୍ଥ କିଏ ବୁଝି ପାରିବ ।
Tragedy
ତୃପ୍ତି
sasmita sahu · 1 min read · 439 reads
ପିଲାମାନେ ସେବେ ଯେମିତି ଖେଳୁଥିଲେ ଏବେ ବି ଖେଳୁଛନ୍ତି। ସେବେର ଖୋଲା ଝରକା ଏବେ ବି ଖୋଲା ଅଛି। ମୋ ସୁଇଚ୍ ୱାଲା ଫୋନ୍ ଟା ଭଲ ଚାର୍ଜ ରଖୁଚି।
Others
ଫୋନି
Kamal Kumar Dash · 2 min read · 629 reads
ରାସ୍ତା ପୁରା ଶୂନ ସାନ ଦୋକାନ ବଜାର ସବୁ ବନ୍ଦ କରେଣ୍ଟ ନଥାଏ । ରାସ୍ତା ଡର ଡର ଲାଗୁଥିଲା । ଏତେ ବର୍ଷରେ ଏମିତି ଖାଲି ରାସ୍ତା ମୁଁ କେବେ ଦେଖିନଥିଲି । ରାସ୍ତାରେ ଦିଟା ଅଟୋ ଦେଖିଲି ,ମଟର ସାଇକେଲ କିଛିବି ଚାଲୁ ନଥିଲା ।
Others
ବାତ୍ୟା ପରେ
Aravinda Das · 2 min read · 603 reads
ବାତ୍ୟାରେ ଅସଲ ଠାକୁର ଠାକୁରାଣୀଙ୍କ ଚେହେରା ସାମ୍ନାକୁ ଆସେ।ଆମେ ସମସ୍ତେ ଦୁନିଆକୁ ଜଣାଇବା। ଆମେ ଦେଖିଛେ ଦେଵୀ ମାନଙ୍କୁ ।
Inspirational
ଡିବି
Akshayakumar Dash · 1 min read · 617 reads
ବାତ୍ୟା ରେ ଭାଙ୍ଗିଗଲା ମନୁଷ୍ୟ । କ୍ଷତି ହେଲା ଜନଜୀବନ । ରାତିରେ ସାରା ସହରଟା ମଲା ମୁର୍ଦାର ।ବିଜୁଳି ବତୀଖୁଣ୍ଟ ମାଟିକାମୁଡି ପଡିଛି ।
Others
ଝଡ଼ ପରର ନୀରବତା
Satyajit Swain · 1 min read · 283 reads
ସକାଳୁ ବାତ୍ୟାର ପ୍ରକୋପ ଆରମ୍ଭ ହୋଇଗଲା । ପାଞ୍ଚ, ଛଅ ଘଣ୍ଟାର ପବନ ସବୁ ଧ୍ବଂସ କରିଦେଇଗଲା । ଧନୀ ଗରିବ ସବୁ ସମାନ । ଏଣେ ବୋଉ ଦେହଟା ଅଧିକ ଖରାପ ହୋଇଗଲାଣି, ଡାକ୍ତର ଖାନା ନେଇ ବାପା ଯାଇଛନ୍ତି ।
Tragedy
Loading…
Next page →