by kamal kumar dash ✓ · 2 Jun 2019
ରାସ୍ତା ପୁରା ଶୂନ ସାନ ଦୋକାନ ବଜାର ସବୁ ବନ୍ଦ କରେଣ୍ଟ ନଥାଏ । ରାସ୍ତା ଡର ଡର ଲାଗୁଥିଲା । ଏତେ ବର୍ଷରେ ଏମିତି ଖାଲି ରାସ୍ତା ମୁଁ କେବେ ଦେଖିନଥିଲି । ରାସ୍ତାରେ ଦିଟା ଅଟୋ ଦେଖିଲି ,ମଟର ସାଇକେଲ କିଛିବି ଚାଲୁ ନଥିଲା ।
Loading comments…
Loading comments…