Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବିଜନ
5 storys
ମନ କଣ କେବେ କିଛି ବୁଝେ
Shanti Mishra · 7 min read · 421 reads
କିଛି ବୁଝି ପାରିଲାନି ହଠାତ୍ କରି । ମନେ ପକେଇବାକୁ ଚେଷ୍ଟା କଲା । ସେ କାଲି ରାତିରେ ଅତ୍ୟଧିକ ମାତ୍ରରେ ପି ଦେଇ ଶୋଇ ଯାଇଥିଲା |
Inspirational
ଦୂରେଇ ରୁହ
Pratima Das · 4 min read · 723 reads
ଲାଲି ବିଜନ ମୁହଁକୁ ଚାହିଁ ଲଜ୍ୟା ଓ ବିଜନର ବଡପଣରେ ଅଭିଭୂତ ହେଉଥିଲା। ବିଜନ ଲାଲି ମୁହଁକୁ ଚାହିଁଲା। ସକାଳ କଁଅଳ କିରଣ ପାଇ ପଦ୍ମକଢୀ ଯେପରି ତାର ପ୍ରତିଟି ପାଖୁଡାକୁ ଭିନ୍ନ ଭିନ୍ନ ସୌନ୍ଦର୍ଯ୍ୟ ଦେଇ ଖୋଲୁଛି।ଏକ ପୂର୍ଣାଙ୍ଗ ପଦ୍ମଫୁଲରେ ପରିଣତ ହୋଇଚାଲିଛି ଲାଲିର ମୁହଁ ।
Others
ମାତାଲ
Laxminarayan Pattanaik · 3 min read · 7.5K reads
ଏହା ସୁଜାତାର ନୀତିଦିନର ଜୀବନଚର୍ଯ୍ୟା । ପ୍ରତିଦିନ ଭଳି ଆଜିବି ଏମିତି ଝର୍କାର ପର୍ଦ୍ଦା ଆଡେଇ ବାହାରର ଘମାଘୋଟ ଅନ୍ଧକାର ଆଡକୁ ଅନେଇ ବସିଛି ସୁଜାତା
Tragedy
ଦାମ୍ପତ୍ୟ ଚିତ୍ର
ଓଡିଆ ଗଳ୍ପ · 7 min read · 7.3K reads
ବାହାରେ ଅନ୍ଧକାର ସଙ୍ଗେ ପବନର ମହାଗଣ୍ଡଗୋଳ ଲାଗିଛି । କବାଟ ଜଳା ମଧ୍ୟରେ ବତାସର ଝଙ୍କାର ଓ ବଂଶୀନାଦ ଘନ ଘନ ଶୁଣାଯାଉଛି ।
Classics
ସିଧା ସଳଖ
Shanti Mishra · 8 min read · 332 reads
ସେଦିନ ପରେ, ପ୍ରାୟ ଦୁଇମାସ ହେବ ବିଜନର ଆଉ ଦେଖା ନାହିଁ l ଦିନେ ହଠାତ୍ ଫୋନ୍ କରି ତାକୁ ଥ୍ୟାନ୍କ୍ୟୁ (thank you) ଜଣେଇଲା ସେଦିନର ଲଞ୍ଚ ପାଇଁ l ସେ ଆଉ ପ୍ରୀତି ଏବେ ପୁର୍ବ ବନ୍ଧୁତ୍ବକୁ ଫେରି ଆସିଛନ୍ତି l ଶୀଘ୍ର ବିବାହ କାର୍ଡ଼ ତା ପାଖରେ ପହଂଚିବ l ଓ କି ଖୁସି ଖବର ! ମମିତାକୁ ଧରି ନାଚିଗଲା ନିରଜ କିଛି ସମୟ l ମମିତା ସନ୍ଦେହ ଦୃଷ୍ଟିରେ କେବଳ ଚାହିଁ ରହିଲା ନିରଜକୁ l ପରେ ବୁଝେଇବ ସେ; ଏବେ ତାକୁ ନାଚିବାକୁ ଦିଅ l ସାପ ମଲା କିନ୍ତୁ ବାଡି ଭାଂଗିଲାନି
Others