by Pratima Das ✓ · 10 Jun 2019
ଲାଲି ବିଜନ ମୁହଁକୁ ଚାହିଁ ଲଜ୍ୟା ଓ ବିଜନର ବଡପଣରେ ଅଭିଭୂତ ହେଉଥିଲା। ବିଜନ ଲାଲି ମୁହଁକୁ ଚାହିଁଲା। ସକାଳ କଁଅଳ କିରଣ ପାଇ ପଦ୍ମକଢୀ ଯେପରି ତାର ପ୍ରତିଟି ପାଖୁଡାକୁ ଭିନ୍ନ ଭିନ୍ନ ସୌନ୍ଦର୍ଯ୍ୟ ଦେଇ ଖୋଲୁଛି।ଏକ ପୂର୍ଣାଙ୍ଗ ପଦ୍ମଫୁଲରେ ପରିଣତ ହୋଇଚାଲିଛି ଲାଲିର ମୁହଁ ।
Loading comments…
Loading comments…