StoryMirror - Read, Write, Share & Repeat- ବାର୍ ଡାନ୍ସର୍Kiran Mishra · 5 min read · 3K readsଆପଣମାନଙ୍କ ନିକଟରେ ମୁଁ କୃତଜ୍ଞ। ଏ ଘର ତ ମୋ ପାଇଁ ସ୍ୱର୍ଗ ତାକୁ ଛାଡି ମୁଁ ଯିବି କୁଆଡେ !!"Inspirational
- ବିଜୁର ନୂଆ ବର୍ଷSatyabati Swain · 4 min read · 571 readsଯେଉଁ ସ୍ତ୍ରୀ ର ପୁରୁଷ ଅକାମୀ ଅଚଳ ଗାଡି ପରି ଘରେ କୋଣେ ପଡିଥାଏ,ତା ନହୁଲି ବୟସୀ ସୁନ୍ଦରୀ ସ୍ତ୍ରୀ ଦୁଃଖ ଅତି ଭୟଙ୍କର । ସୁରକ୍ଷା ଦେବାକୁ ତା ନିଜ..Tragedy
- କଇଁଥା ହାତକୁ ଦରସିଝା ଜୀବନSatyabati Swain · 3 min read · 489 readsହସି ଉଠିଲା ବିଜୁ। ଡରିଲୁକି ରାନୀ!!ଏ ପରା ଶ୍ରମିକର ହାତ। ଲୁହା ଠୁ ବି ଟାଣ। କଇଁଥା ଲାଗୁଛି ବୋଲି ମନ ଦୁଃଖ କରୁଛୁ!! ଆଲୋ ମୋ ଘରଣୀ !ସବୁ ମେହେନତି ମଣିଷଙ୍କ ହାତ ଏମିତି ସିଝା ସିଝା,କଇଁଥା ବାଇଗଣ ପରି। ନିଜ ଲହୁକୁ ପାଣି କରି ଝାଳ ବୁହାଇ ସେ ଦେଶପାଇଁ,ସବୁ ମଣିଷଙ୍କ ଅୟସ ପାଇଁ ଖାଦ୍ୟ,ବସ୍ତ୍ର,
ଗୃହ,ରାସ୍ତା,ପୋଲ,ବନ୍ଧ ବାଡ଼ ଓ ଅନ୍ୟାନ୍ୟ ଜିନିଷ ତିଆରି କରେ। ଦେଶର ବିକାଶ ହୁଏ,ଲୋକେ ସୁଖରେ
ରୁହନ୍ତି। ହେଲେ ଜାଣିଛୁ ଶ୍ରମିକର ଜୀବନ ଦେହ,ମନ ସବୁ ଦରସିଝା,କଇଁଥା ଟାଆଁସିଆ ହୋଇ ଯାଏ।Others
- ଅଭିଶପ୍ତ ସଞ୍ଜjyotsna mayee panda · 3 min read · 177 readsରୋଗୀଣା ଛୁଆଟା ଜୋର ଜୋରରେ କାନ୍ଦିଲା l ଖୁବ କାକୁତି ବିନତି କଲା କୁସୁମ ବାବୁଙ୍କୁ l ହେଲେ ତାର କଥା ତାଙ୍କ କାମୁକ ହୃଦୟ କଣ ଶୁଣି ପାରିଲା?Tragedy