Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବିମଳା
4 storys
ପ୍ରତିଶୃତି
Swagatika Mishra · 2 min read · 13.8K reads
ଏପରି ଅନେକ ପ୍ରଶ୍ନ..ବିମଳା ଦେବୀ ନିଜ ପଣତଟାରେ ସୁମିକି ଘୋଡେଇ ଦେଉ ଦେଉ ଥରି ଥରି କହି ଉଠୁ ଥାନ୍ତି,କିଛି ନାହିଁରେ ବାବା ତୋ ଅପାର କିଛି ହେଇନି ।
Tragedy
ସୁନାବୋହୂ
Sangeeta Barik · 4 min read · 285 reads
ଏମିତି ଖୁସିରେ ବିତିଯାଇଥିଲା ଏକ ସପ୍ତାହ । ଆଜି ପୁଣି ପୁଅବୋହୂ ବମ୍ବେ ଫେରିଯିବେ ।
Inspirational
ମାଆ
Manoj Dalbehera · 3 min read · 488 reads
ଶୁନଶାନ ଶ୍ମଶାନ ଭିତରଦେଇ ସ୍ତ୍ରୀଲୋକଟିଏ ଆସୁଥିଲା ଏକାଏକା I ଆଶ୍ଚର୍ଯ୍ୟ ହେଲି ମୁଁ ନିଛାଟିଆ ଖରାବେଳେ ଏକାଏକା ଆସୁଥିବାର ଦେଖି I କାରଣ ନିଛାଟିଆ ବେଳେ ଏଠାରେ ଲୁଟପାଟ ହେବାର ନଜିର୍ ରହିଛି I ଏଇ ତ ଅଳ୍ପଦିନ ତଳେ ଦୁର୍ଘଟଣାଟିଏ ଘଟିଥିଲା ଏଇ ବାଟରେ I ପଚାରିଲି – ମାଆ ! ଏ ନିଛାଟିଆ ରାସ୍ତାରେ ତୁ ଏକା ଯେ ? ତୋତେ କ’ଣ ଭୟ ଲାଗୁନାହିଁ ? ସ୍ତ୍ରୀଲୋକଟି ଅଳ୍ପ ହସିଦେଲା I କହିଲା – କାହିଁକି , ମୋ ସାଙ୍ଗରେ ମୋ ପୁଅ ଅଛି ପରା ?
Others
ପ୍ରଶଂସା
Akshayakumar Dash · 2 min read · 172 reads
ଜମିବାଡ଼ି ଭାଗ ହେବାରୁ ଅଢେଇ ଏକର ଜମି ସହଦେଵଙ୍କ ଭାଗରେ । ସେତିକି ଜମିରେ ଚାଷ କରି ବର୍ଷକ ପାଇଁ ଚଳିବା କଷ୍ଟକର ହୁଏ ।
Inspirational