Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବିରୋଧ
4 storys
ଅତ୍ୟାଚାର
sonalika Dash · 1 min read · 96 reads
ସେ ଗାଁ ଙ୍କୁ ଥରେ ଗୋଟେ ପରିବାର ଆସି ଲେ ସ୍ଵାମୀ ସ୍ତ୍ରୀ ଆଉ ୬ ବର୍ଷର ପୁୁଅ ଟିଏ। ସେ ସରକାରୀ ଚାକିରୀ କରୁଥିଲେ। ସେ ଭାଗରବ ଚମ୍ପତି ବିଷୟରେ ଶୁୁୁୁଣିଲେ ସେ କହିଲେ ମୁଁ ଏଇ ଅତ୍ୟାଚାରରୁ ଏମାନଙ୍କୁ ମୁକ୍ତି ଦେବି।
Drama
ବନ୍ଧାହାତ
Lopamudra Parida · 4 min read · 218 reads
ଆମେ ତାକୁ ଯତ୍ନରେ ହଳଦୀ ପାଣିରେ ପୋଛି ପାଛି ବେଟାଡିନ୍ ଲଗେଇସାରି ତୁଳା ବୁଡେଇ ତା ଆଁ ମେଲେଇ ଚିପି ଚିପି ଖିର ଗିନେ ପିଏଇଦେବାରେ ସକ୍ଷମ ହେଲୁ ।
Inspirational
ଚୌକି
Sunanda Mohanty · 2 min read · 370 reads
ପିଲାଙ୍କ ଦୁଷ୍ଟାମୀରେ ସାର ବିରୋଧ କଲେ ମୁଁ କେବେ କିଛି ଭାବୁନଥିଲେ ବି ସେଦିନଠୁ ଆଉ ଯାଇନଥିଲି ତାଙ୍କ ଘରକୁ, ଏମିତିକି ଛାତ ଉପରେ ଥିବା ଶୁଖିଲା ଗେଣ୍ଡୁ ଫୁଲ ଦିଟା ଦେବାକୁ ପରୋକ୍ଷରେ ମନା କରିଦେଇଥିଲି l
Children
ଅଧୁରା କାହାଣୀ
Sunanda Mohanty · 2 min read · 281 reads
କୁନା ଆଜି ନିର୍ଭୀକ, ସଫା ସଫା କହିଥିଲା, ମୁଁ ରୁପାକୁ ବିବାହ କରିବାକୁ ରାଜି ଅଛି, ଆଶଙ୍କା ଓ ଆଶଙ୍କିତ ରୁପା କହିଉଠୁଥିଲା ନା ନା କୁନା, ତୁମେ ଫେରିଯାଅ, ହେଲେ ବାପା ମାଆ ସାହି ପଡୋଶୀ ବନ୍ଧୁ ବାନ୍ଧବ ଆଜି ଚୁପ, କେହି ବିରୋଧ କରିନଥିଲେ l
Tragedy