by Sunanda Mohanty ✓ · 27 Sept 2021
କୁନା ଆଜି ନିର୍ଭୀକ, ସଫା ସଫା କହିଥିଲା, ମୁଁ ରୁପାକୁ ବିବାହ କରିବାକୁ ରାଜି ଅଛି, ଆଶଙ୍କା ଓ ଆଶଙ୍କିତ ରୁପା କହିଉଠୁଥିଲା ନା ନା କୁନା, ତୁମେ ଫେରିଯାଅ, ହେଲେ ବାପା ମାଆ ସାହି ପଡୋଶୀ ବନ୍ଧୁ ବାନ୍ଧବ ଆଜି ଚୁପ, କେହି ବିରୋଧ କରିନଥିଲେ l
Loading comments…
Loading comments…