English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବୀରେନ୍ଦ୍ର
3 storys
ବିକ୍ରମ ବେତାଳ - ୨୬
ଓଡିଆ ଶିଶୁ ଗପ · 4 min read · 7.5K reads
ରାଜକୁମାର କହିଲେ, “ମୋ ପାଖରେ ଏକ ଏପରି ଅଲୌକିକ ରଥ ଅଛି ଯାହା ଆକାଶ, ପୃଥିବୀ, ପାହାଡ, ଏବଂ ସମୁଦ୍ର ମଧ୍ୟରେ ମଧ୍ୟ ଯାଇପାରେ ।
Children
କଳ୍ପିତ
Lopamudra Mishra · 5 min read · 517 reads
ମୁଁ ଜାଣିବାକୁ ଚାହୁଁଥିଲି ସମସ୍ୟାଟା କଣ, କିନ୍ତୁ ପଚାରିବାକୁ ଉଚିତ ଭାବୁନଥିଲି । ମୁଁ ଦେଖିଲି ପଶ୍ଚିମ ଆକାଶରେ ସୂର୍ଯ୍ୟ କମଳା ରଙ୍ଗର ବିରାଟ ଏକ ସୁନ୍ଦର ପେଣ୍ଡୁ ପରି ଦିଶୁଛନ୍ତି । ଆଉ କିଛି ସମୟ ପରେ ସେ ଦିଗବଳୟ ସେପଟେ ଲୁଚିଯିବେ । ମୁଁ ଡରିଗଲି । "ଆରେ ଏ ଲୋକ ତ ଏବେ ଆଉ କିଛି ଦେଖିପାରିବେନି ! ସୂର୍ଯ୍ୟ ତ ଏବେ ଅସ୍ତଯିବା ଉପରେ ! "
Others
ବାତ୍ୟା ର ରଙ୍ଗ
Aravinda Das · 1 min read · 429 reads
ସେଦିନ ଫନି ବାତ୍ୟାରେ ଭୟଙ୍କର ପବନ ଦେବା ଆରମ୍ଭ କରିଥିଲା।ଟି ଟି ରେଷ୍ଟ ରୁମ ରେ ଵୀରେନ୍ଦ୍ରଙ୍କ ସହ ଅନ୍ୟ କିଛି ଲୋକବି ଆଶ୍ରୟ ନେଇଥିଲେ।ବର୍ଷା ହୋଇ ପବନର ବେଗ ଆହୁରି ତୀବ୍ର ହେଲା ଓ ରୁମ ର ଟିଣ ଛାତ ଉଡ଼ିଗଲା।ସମସ୍ତେ ଦୌଡିଲେ ବାହାରକୁ।ଵୀରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ସେଇ ଦୁଇ ଅନ୍ଧ ଓ ଛୋଟା ଜୋର ରେ ଦୌଡ଼ୁଥିଲେ, ବିନା ସାହାରା ରେ।ଆଣ୍ଠୁ ପାଖରୁ ଦୁଇ ଗୋଡ଼ ନଥିବା ଛୋଟା ର ଦୁଇ ଗୋଡ଼ ଆଜି ବାହାରି ଆସିଥିଲା।
Comedy