ସେଦିନ ଫନି ବାତ୍ୟାରେ ଭୟଙ୍କର ପବନ ଦେବା ଆରମ୍ଭ କରିଥିଲା।ଟି ଟି ରେଷ୍ଟ ରୁମ ରେ ଵୀରେନ୍ଦ୍ରଙ୍କ ସହ ଅନ୍ୟ କିଛି ଲୋକବି ଆଶ୍ରୟ ନେଇଥିଲେ।ବର୍ଷା ହୋଇ ପବନର ବେଗ ଆହୁରି ତୀବ୍ର ହେଲା ଓ ରୁମ ର ଟିଣ ଛାତ ଉଡ଼ିଗଲା।ସମସ୍ତେ ଦୌଡିଲେ ବାହାରକୁ।ଵୀରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ସେଇ ଦୁଇ ଅନ୍ଧ ଓ ଛୋଟା ଜୋର ରେ ଦୌଡ଼ୁଥିଲେ, ବିନା ସାହାରା ରେ।ଆଣ୍ଠୁ ପାଖରୁ ଦୁଇ ଗୋଡ଼ ନଥିବା ଛୋଟା ର ଦୁଇ ଗୋଡ଼ ଆଜି ବାହାରି ଆସିଥିଲା।
Loading comments…