English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବୁଢ଼ାବୁଢୀ
73 storys
ବୁଢ଼ା ସାଙ୍ଗକୁ ଟୋକା ପ୍ରୀତି
Satyaprakash Sethy, M. A(UGC NET) · 5 min read · 9.8K reads
ଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ ସମ୍ପର୍କଟି ଅଚିରେ କେମିତି ଭାଙ୍ଗିଯାଏ,ପୁଣି ଗୋଟିଏ ମାତ୍ର ଝଟକାରେ,
Others
ଅପେକ୍ଷାରେ ଏକା ଏକା
Dr Jharana Satapathy · 4 min read · 461 reads
ଏତିକି କହି ବୁଢା ଉପରକୁ ଚାହିଁ ଭଗବାନ ଉଦ୍ଦେଶ୍ୟରେ ହାତ ଯୋଡି ଫୋନଟିକୁ ତଳେ ଥୋଇ ଦେଇ ତଳେ ବସିପଡିଲା । ଛାତି ଭିତରଟା ଦାଉଁକିନା ହୋଇଗଲା । ପୁଅ ମୁହଁରୁ ଵୁଢା ଡାକ ଶୁଣି ପାଦତଳୁ ମାଟି ଖସିବା ଭଳି ଲାଗିଲା।
Tragedy
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
ଡାକ ମୁନସୀ – ୨
ଓଡ଼ିଆ ଗଳ୍ପ ଓ କବିତା - ୨ · 2 min read · 7.6K reads
ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲେ । ବୁଢ଼ାର ଆନନ୍ଦ କହିଲେ ନ ସରେ, ଗୋଡ଼ ତଳେ ପଡୁନାହିଁ । ପୁଅ ହାକିମ; ଏତେ ଗୁଡ଼ାଏ ଟଙ୍କା ମାସକ
Classics
ମୋ କଥାଟି ସରି ନାହିଁ
ଓଡିଆ ଗଳ୍ପ · 5 min read · 7.8K reads
ପାଞ୍ଚବର୍ଷର ନାତି ଆସି ହଲାଇ ଦେଲା- “ଅଜା ! ଗପ କହ, ଗୋଟିଏ ବଡ଼ ଗପ- ଅଜା ! ଅଜା !”
Classics
ସବୁଜ ବଣରେ ନିଆଁ
ଓଡ଼ିଆ ଗଳ୍ପ ଓ କବିତା - ୨ · 4 min read · 7.5K reads
ପୋଡ଼ାମାଂସର ଭୁରୁୁ ଭୁରୁ ଗନ୍ଧରେ ଫାଟିପଡ଼ୁଥିଲା ଚାରିକଡ଼ । କନ୍ଧମାଳରେ ନିଆଁ ତଥାପି ଲିଭି ନଥିଲା ।
Classics
Loading…
Next page →