by Dr Jharana Satapathy ✓ · 24 Jun 2019
ଏତିକି କହି ବୁଢା ଉପରକୁ ଚାହିଁ ଭଗବାନ ଉଦ୍ଦେଶ୍ୟରେ ହାତ ଯୋଡି ଫୋନଟିକୁ ତଳେ ଥୋଇ ଦେଇ ତଳେ ବସିପଡିଲା । ଛାତି ଭିତରଟା ଦାଉଁକିନା ହୋଇଗଲା । ପୁଅ ମୁହଁରୁ ଵୁଢା ଡାକ ଶୁଣି ପାଦତଳୁ ମାଟି ଖସିବା ଭଳି ଲାଗିଲା।
Loading comments…
Loading comments…