English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବିନିବୁଢୀ
62 storys
ଅପେକ୍ଷାରେ ଏକା ଏକା
Dr Jharana Satapathy · 4 min read · 461 reads
ଏତିକି କହି ବୁଢା ଉପରକୁ ଚାହିଁ ଭଗବାନ ଉଦ୍ଦେଶ୍ୟରେ ହାତ ଯୋଡି ଫୋନଟିକୁ ତଳେ ଥୋଇ ଦେଇ ତଳେ ବସିପଡିଲା । ଛାତି ଭିତରଟା ଦାଉଁକିନା ହୋଇଗଲା । ପୁଅ ମୁହଁରୁ ଵୁଢା ଡାକ ଶୁଣି ପାଦତଳୁ ମାଟି ଖସିବା ଭଳି ଲାଗିଲା।
Tragedy
ଚିରକୁଟ
Rabindra Mishra · 6 min read · 251 reads
ବଙ୍କେଇ ବୁଲେଇ ଦି ଧାଡିରେ ଏମିତି ଲେଖି ଦେଇଛ ଯେ ମୋ ଭିତରେ ଗାର ହେଇଗଲା।ସତରେ ତୁମ ଲେଖାରେ ଯାଦୁ ଅଛି, ଯିଏ ପଢିବ, ପାଗଳୀ ହେଇଯିବ।
Romance
ଅବ୍ୟକ୍ତ ଯନ୍ତ୍ରଣା
ଓଡ଼ିଆ ଗଳ୍ପ ଓ କବିତା - ୨ · 2 min read · 7.3K reads
” ଆକାଶ ବିନି କଥା ଶୁଣୁଥିଲା କି ନାହିଁ ଜାଣେନା , କିନ୍ତୁ ଆକାଶର ସ୍ୱପ୍ନ ସବୁ ଭାଙ୍ଗି ଭାଙ୍ଗି ଯାଉଥିଲା ଓ ହୃଦୟରେ ଅବ୍ୟକ୍ତ ଯନ୍ତ୍ରଣା ଭରି ଯାଇଥିଲ
Classics
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
ଆଉ ଏକ ମୃଗୁଣୀ
Rozalini Mishra · 4 min read · 404 reads
ତା ପରେ ସେ ଅଫିସରୁ ଆସି ବସିଛି ଯେ ବସିଛି। ଛୁଆ ଦୁଇ ଟାଙ୍କୁ ଶୁଆଇ ଦେଇ ଭାବୁଛି କାହାକୁ ସାହାଯ୍ୟ ମାଗିବ। ଯଦି ଶାଶୁ ଘରକୁ ଯିବ ତାହେଲେ ସ୍ୱାମୀ ନାଁ ରେ ଘରଟା କରିବାକୁ ପଡିବ। ତା ପରେ ବି ସେଠି ଯେ ତାକୁ ସ୍ଥାନ ମିଳିବ ତାର କିଛି ଗ୍ୟାରେଣ୍ଟି ନାହିଁ। ବାପ ଘରକୁ ଗଲେ ଭାଉଜ ନାଁ ରେ ଘରଟା କରିବାକୁ ପଡିବ।
Tragedy
ଅନୁଶୋଚନା
Minakshi Samal · 3 min read · 116 reads
ଓଲାକ୍ୟାବ ତଳେ ଠିଆକରି ଆସିଥିଲା ବୋଲି ସେମିତି ବାହାରୁ ବାହାରୁ ଚାଲିଗଲା ଦିଦି । ବୋଧହୁଏ ଦରଜା ପାଖରୁ..
Drama
Loading…
Next page →