English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବୁଢ଼ୀଝିଅ
461 storys
ଭୋକିଲା ପେଟର କାହାଣୀରୁ ଝଲକାଏ
Rozalini Mishra · 4 min read · 699 reads
ଏ କଣ, ଝିଅ ର ଦେହ ପୁରା ଥଣ୍ଡା। ମନେ ମନେ ଖୁସି ହୋଇଗଲା ସାରିଆ। ଜର ଟା ଖସିଗଲା ବୋଧେ। ପୁଣି ପର ମୁହୂର୍ତ୍ତରେ ଚମକି ପଡିଲା ନିଜକୁ ନିଜେ। ଛାତିଟା ଧଡ଼ କରି ହେଲା। ମନକୁ ପାପ ଛୁଇଁଲା। ଧିରେ ଧିରେ ହଲାଇଲା ଝିଅ କୁ। ଝିଅ ର ଛାତି ଉପରେ ମୁଣ୍ଡ ରଖି କିଛି ଜାଣିବାକୁ ଚେଷ୍ଟା କଲା। ପାଦ ତଳୁ ମାଟି ଖସିଗଲା ତାର
Tragedy
ଚୁଡ଼ି
Madhu mita · 4 min read · 383 reads
ତୁ ମୋ ପାଇଁ…!!ଏତେ ଦିନ ଧରି!!ମା ହୋଇ ଏ ବୁଢ଼ୀ ଝିଅଟା ପାଇଁ ଏତେ କୋହ ଛାତିରେ ଚିପି ରଖି ପାରିଲୁ..!!??
Inspirational
ରେବତୀ – ଭାଗ ୪
ଓଡ଼ିଆ ଗଳ୍ପ ଓ କବିତା - ୨ · 4 min read · 7.7K reads
ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ଜବାବ ନାହିଁ ।
Classics
ରେବତୀ – ଭାଗ ୫
ଓଡ଼ିଆ ଗଳ୍ପ ଓ କବିତା - ୨ · 2 min read · 7.4K reads
ଆକାଶକୁ ଚାହିଁଲା, ପହରିକିଆ ତାରାଟିରୁ ଧକ ଧକ ହୋଇ କିରଣ ବାହାରୁଛି । ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି, ଆଖିରେ ଆଉ ପଲକ ପଡ଼ୁ ନାହିଁ ।
Classics
ନିଷ୍ପତ୍ତି -୧
JITENDRA KUMAR KONHAR · 2 min read · 7.4K reads
ଦାଣ୍ଡ ଦୁଆରେ ଖେଳୁଥିବା ନିଜ ପୁଅକୁ ଦେଖି ପୁଣି ଭାବୁଥାଏ ଯଦି ବୁଢା କାଳରେ ମୋର କିଛି ଅସୁବିଧା ହୁଏ ମୋ ପୁଅ ମୋର ସେବା କରିବ ତ????
Inspirational
କାଳିଆ ଭରସା
Sasmita Das · 3 min read · 15.2K reads
ହେଲେ ପୁଅ ବୋହୁ ବୁଢୀ ମରିବାର ଖୁସି ଅନୁଭବ କରି ପାରୁ ନ ଥିଲେ ......
Tragedy
Loading…
Next page →