English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବୁଢାମଉସା
108 storys
ମାନବିକତା
Dr Jharana Satapathy · 2 min read · 14.7K reads
ବାପାକୁ ମୁଁ ଛୋଟ ଵେଳୁ ହରାଇଛି ମଉସା ,ମୋ ବାପାଙ୍କୁ ମୁଁ ଆଉଥରେ ପାଇଗଲି। ଏତିକି କହୁ କହୁ ଵୁଢା କାନ୍ଦି ପକାଇଲା ,ମୋ ପୁଅ ବୋଲି କହି ଯାବୁଡି....
Inspirational
** ଉପରବାଲା**
ରିତେଶ ରଞ୍ଜନ ମହାକୁଳ · 3 min read · 114 reads
ଆମେ ବି ତ ସେଇ କଥା ହିଁ ଭାବୁଥିଲୁ, ଇଏ କିଏ ଆମ ଉଦର କଥା ବୁଝିଲା କେମିତି ? ସଭିଏଁ ଚିନ୍ତାରେ ଘାଣ୍ଟି ହେଲାବେଳେ, ଏମାନଙ୍କ ଭିତରୁ ଛୋଟ ପିଲାଟିଏ କହି ଉଠିଲା - ଏ କେହି ନୁହେଁ, "ଉପରବାଲା"।
Inspirational
ନକଲି ସ୍ବପ୍ନ
Rashmi Ranjan Nayak · 2 min read · 539 reads
ବୁଢା ମଉସାର ପୁଅ ବୋହୂ ବୁଢାକୁ ଭାରି ଯତ୍ନ ସହକାରେରେ ରଖିଥାନ୍ତି।ବୁଢ଼ାର ଖାଇବା ପିଇବା ଠାରୁ ଆରମ୍ଭ କରି ଦେହପା କଥା ମଧ୍ୟ କେଉଁଥିରେ ଅବହେଳା କରନ୍ତି ନାହିଁ ସେମାନେ। ଛିଙ୍କ ଟିକେ ହେଲେବି ସିଧା ଡାକ୍ତର ପାଖକୁ ନେଇ ଯାଆନ୍ତି ବୁଢାକୁ।ବୋହୂ ବୁଢ଼ାଟିକୁ ଅନେକ ସେବାଯତ୍ନ କରେ ନିଜ ବାପା ପରି ମାନେ
Tragedy
ଅପେକ୍ଷା ପୁଣିଥରେ
Jyotiranjan Sahu · 7 min read · 527 reads
ବିବଶତାର ଅନ୍ୟ ନାଁ ବୋଧେ ନାରୀ । ନିଜର ତନ ମନ ଯୌବନ କୌଣସି ଥିରେ ତାର ଅଧିକାର ନାହିଁ । ସବୁଥିରେ କେହି ନା କେହି ତାଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି । ଇଏ ପରା ନାରୀ ନାସ୍ତି ଅରି ଯସ୍ୟା ସା । ନା ଇଏ ପୁରୁଷଙ୍କ ପରି କଠୋର ହୋଇପାରେ ନା ଜଣେ ପିତା ପରି ଆଦେଶ ଦେଇପାରେ ! ତାସହ ତ ପ୍ରତିଟି ସ୍ତରରେ ଛଳନା କରାହୁଏ ।
Tragedy
ନଡିଆ କୋରା ଓ ନଡିଆରାଣୀ
Dr Prateek kumar Pahi · 2 min read · 246 reads
ଘନ କୁହୁଡ଼ି ର ଆସ୍ତରଣ ଶାଳବଣ କୁ ସୁନ୍ଦର ଭାବେ ଢାଙ୍କି ଦେଇଛି, ସେଇ ଭିତରେ ମାଆର ମନ୍ଦିର ଭାରି ଆକର୍ଷଣ
Inspirational
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
Loading…
Next page →