ବିବଶତାର ଅନ୍ୟ ନାଁ ବୋଧେ ନାରୀ । ନିଜର ତନ ମନ ଯୌବନ କୌଣସି ଥିରେ ତାର ଅଧିକାର ନାହିଁ । ସବୁଥିରେ କେହି ନା କେହି ତାଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି । ଇଏ ପରା ନାରୀ ନାସ୍ତି ଅରି ଯସ୍ୟା ସା । ନା ଇଏ ପୁରୁଷଙ୍କ ପରି କଠୋର ହୋଇପାରେ ନା ଜଣେ ପିତା ପରି ଆଦେଶ ଦେଇପାରେ ! ତାସହ ତ ପ୍ରତିଟି ସ୍ତରରେ ଛଳନା କରାହୁଏ ।
Loading comments…