Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବୟକଟ୍
4 storys
ବୈଶାଖୀ
Lopamudra Mishra · 14 min read · 552 reads
ବୈଶାଖୀ ବିନା ମୌସୁମୀର ସ୍ୱପ୍ନ ଦେଖିହୁଏନା । ବୈଶାଖୀ ଗୋଟେ ସମ୍ଭାବନା, ସବୁଜିମାର । ବୁଝି ପାରିଲ କି ନାହିଁ ?
Romance
ଆପଣାର
puspanjali das · 4 min read · 764 reads
ତୋର ଯଦି ଏତେ ପସନ୍ଦ ଲମ୍ବା ବେଣି ରଖିବାକୁ,ତା'ହେଲେ ଥରୁଟିଏ ମତେ କହିଲୁନି?
Inspirational
ବୟଫ୍ରେଣ୍ଡ
Shaktiprava Mishra · 2 min read · 504 reads
ହୋଟେଲ୍ ବୟଟି ସିଧା ଅବିନାଶ ପାଖକୁ ଯାଇ କାର୍ଡଟି ମାଗିଆଣିଲା । ତା ଟିପସ୍ ପାଉଣାକୁ ପକେଟରେ ପୁରେଇ ଯିବାକୁ ବାହାରିଲା ବେଳେ ନିରାଲି ତାକୁ ପଛରୁ ଡାକି ପଚାରିଥିଲା, ‘ ଦୁଇଜଣଙ୍କ ଭିତରୁ ଅବିନାଶ ମୋର ସ୍ୱାମୀ ଏକଥା ତୁମେ କେମିତି ଜାଣିଲ ?’ ହୋଟେଲ୍ ବୟ ଟିକେ ଶଂକିଯାଇ ଧିର ସ୍ୱରରେ କହିଲା, ଏକଥା ଜାଣିବା ପାଇଁ କଣ ଅସୁବିଧା ଅଛି ମାଡାମ ।ଆପଣଙ୍କ ସହିତ ଯିଏ ମନଖୋଲି ହସୁଥିଲେ ସିଏ ସାଙ୍ଗ ଆଉ ଅନ୍ୟ ଜଣକ ସ୍ୱାମୀ ।
Romance
ପିଜ୍ଜା
Saswat Routroy · 7 min read · 802 reads
ହଠାତ୍ ଗୋଟେ ବିକୃତ ଚିତ୍କାର ଛାଡ଼ି ତା ଆଡ଼େ ମାଡ଼ି ଆସିଲା ସେଇ ଧଳା ଆତଙ୍କ। ମୁହୂର୍ତ୍ତ ପାଇଁ ବିଜୁଳି ଆଲୁଅରେ ଆତତାୟୀର ମୁହଁ ଦୃଷ୍ଟିଗୋଚର ହେଲା- ଆଖିରେ ପୈଶାଚିକ ଉଲ୍ଲାସ, ଓଠରେ ବଣ୍ୟ ହସ ଆଉ କଣ୍ଠରେ ରକ୍ତତୃଷ୍ଣା ନେଇ ତା ଆଡ଼କୁ ମାଡ଼ି ଆସିଛି ସଦ୍ୟମୃତ ଯୁବତୀ। ମୃତ୍ୟୁଲୋକର ବାସିନ୍ଦା ଅତିଥି ହୋଇ ଇହଲୋକକୁ ଆସିଛି ତୃଷ୍ଣା ମେଣ୍ଟେଇବାକୁ। ଦାରୁଣ ଆତଙ୍କରେ ଆଖି ବନ୍ଦ କରି ଦେଲା ବିପୁଲ।
Horror