English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଭଉଣୀପ୍ରେମ
887 storys
ଗଳ୍ପାୟନ-14 ବିଷୟ : ପ୍ରଶଂସା : କାହାଣୀ : ପାଷାଣୀ ଅହଲ୍ୟା
KRUTIBAS NAYAK · 9 min read · 203 reads
ବିଜୟିନୀ ମାଡ଼ାମ ନିଜଆଖିକୁ ବିଶ୍ୱାସ କରିପାରୁ ନ ଥିଲେ ଯେ, ତାଙ୍କର ମନର ମଣିଷ ବୈଜୟନ୍ତ ବାବୁ ଏବେ ତାଙ୍କ ଆଗରେ ଠିଆ ହେଇଛନ୍ତି l ଛାତିଟା ତାଙ୍କର ଧଡ଼ପଡ଼ ହେଉଥିଲା l ସେ କ'ଣ କହିବେ, କ'ଣ କରିବେ, କିଛି ସ୍ଥିର କରିପାରୁ ନ ଥିଲେ l
Romance
ପ୍ରେମର ପରିଭାଷା
Nabaranjan Palatasingh · 3 min read · 196 reads
ଦୁନିଆରେ ସବୁଠୁ ଭଲପାଇବା ଦେବା ଆଉ ନେବା ମଣିଷଟିଏ ହେଲା ମୋ ସାନ ଭଉଣୀ |
Romance
"ଯାହା କହିବି, ସବୁ ସତ କହିବି"
Nityananda Nandi · 4 min read · 192 reads
ଅଜଣା ମହିଳାଙ୍କୁ ଭଉଣୀ ରୂପରେ ପାଇ ଖୁସିରେ ଗଦଗଦ ହୋଇ ଉଠିଲେ ବିକ୍ରମ। । ଅଜାଣତରେ ସ୍ନେହ, ପ୍ରେମ ଆଉ ମମତାର ସଉଦା ବି ହୋଇଯାଏ, ଜାଣି ହୁଏନି।
Inspirational
ଅମୂଲ୍ୟ ଉପହାର ଭାଗ ୦୨
Gitanjali Pujapanda · 3 min read · 135 reads
ଅମୂଲ୍ୟ ଉପହାର ଭାଗ ୦୨
Romance
ଖୁସୀ ର ଲୁହ
Debaprakash Sahoo · 2 min read · 14.7K reads
ଭାଇ ଭଉଣୀଙ୍କ ଭଲ ପାଇବାର ଗୋଟେ ନିଚ୍ଛକ ପ୍ରତିଛବି
Children
ଭାଇ-ଭଉଣୀ
Dharitri Mallick · 3 min read · 7.7K reads
ଏହି ଗପଟିରେ ବଡଭାଇ ଆଉ ସାନଭଉଣୀ ପ୍ରକୃତ ରକ୍ତସମ୍ପର୍କର ଭାଇ-ଭଉଣୀ ନଥିଲେ ମଧ୍ୟ ଭାଇ-ଭଉଣୀଙ୍କର ଏପରି ସ୍ନେହ ଆଉ ପବିତ୍ର ସମ୍ପର୍କ ଆଉ କେଉଁଠି ଦେଖିବାକୁ ମିଳିବ ? ଏ ସମ୍ପର୍କ ଥିଲା ପବିତ୍ର ହୃଦୟର ସମ୍ପର୍କ ଆଉ ଆତ୍ମାର ସମ୍ପର୍କ । ହୃଦୟର ସମ୍ପର୍କ ସବୁବେଳେ ବଞ୍ଚିଥାଏ ।
Others
Loading…
Next page →