Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭାଇନା
11 storys
ସାର ଆପଣଙ୍କ ମୁଣ୍ଡ
Kamal Kumar Dash · 2 min read · 7.4K reads
ଘରେ ପହଁଚି ନାନୀକୁ ମାଛ ମୁଁଡ଼ ଦେଲା ବେଳେ ଭାଇନା ସନା କଥା ତାକୁ କହିଲେ , ରାଗରେ ବି ନାନୀ ହସି ପକାଇଲା ଓ କହିଲା ଯାଅ ଜଲ୍ଦି ଗାଧୋଇକି ଆସ ଖାଇବା |
Comedy
ଢୁମ୍ପା ସଂଗୀତ
Kulamani Sarangi · 2 min read · 7.2K reads
କୁନ୍ଥେଇ ମୁନ୍ଥେଇ ପରିଆ ଭାଇନା ରାଜି ହେଇଚନ୍ତି ଏଥର ଢୁମ୍ପା ସଂଗୀତରେ,ଦୂର୍ଗାପୂଜା ସମୟରେ ଢୁମ୍ପିବେ।
Others
ଭୂତିଆ ଘର
KAMALKUMAR DASH · 2 min read · 28 reads
ଭାଉଜଙ୍କ ସାଙ୍ଗ ଯିଏକି ସେ ଘରେ ରହୁଥିଲା କଲି ରାତିରେ ଶତକଡା ସତୁରୀ ଭାଗ ପୋଡ଼ିଯାଇଛି ଓ ଟ୍ରିଟମେଣ୍ଟ ହେଉଛି ହସ୍ପିଟାଲରେ |
Horror
ଲାଲ ସ୍କୁଟି
kamal kumar dash · 2 min read · 304 reads
ଲାଲ ସ୍କୁଟି
Comedy
ତେଲୁଣି ପୋକ
NIBEDITA MOHAPATRA · 2 min read · 494 reads
ଦିନେ ସେମାନେ ଖେଳୁଥିବା ସମୟରେ ଗୋଟିଏ ଲାଲ୍ ପୋକକୁ ପତ୍ରରେ ଧରି ଗୁଡେଇ ଖେଳୁଥିଲେ।ସେମାନେ ଜାଣି ନ ଥିଲେ ସେଇଟା ଗୋଟିଏ ଏଲୁଣି ବୋଲି ।
Children Stories
ଅଦିନିଆ ମେଘର ଶେଷ ଚିଠି
Abinash Pani · 6 min read · 834 reads
ଜଣେ ଡାକ୍ତର ହିସାବ ରେ କେତେ ଯେ ରୋଗୀ ଙ୍କୁ ଚିକିତ୍ସା କରୁଛି। ସବୁ ବେଳେ ଯାନ୍ତ୍ରିକ ପଦ୍ଧତି ଆଉ ପୁସ୍ତକ ଗତ ବିଦ୍ୟା ବଳରେ ରୋଗୀ ଙ୍କ ରୋଗ ଭଲ କରିବାରେ ଲାଗିଛି। କେବେ ମାନସିକ ଅବସ୍ଥା କୁ ଦେଖିନି। କିନ୍ତୁ ଆମରି ଦେଶ ରେ ଅନେକ ଛାତ୍ର ଏହିପରି ଆତ୍ମହତ୍ୟା କରନ୍ତି । ପାରିବାରିକ ଚାପ ହିଁ ତାଙ୍କୁ ନେଇ ଯାଇ ଥାଏ ସେହି ସ୍ତରକୁ। Three Idiots ଭଳି ଫିଲ୍ମ୍ ମଧ୍ୟ ମଧ୍ୟ ବାହାରିଛି। କିନ୍ତୁ ଘଟଣା ଆଉ କେବେ ବନ୍ଦ ହବ?
Others
Loading…
Next page →