ଜଣେ ଡାକ୍ତର ହିସାବ ରେ କେତେ ଯେ ରୋଗୀ ଙ୍କୁ ଚିକିତ୍ସା କରୁଛି। ସବୁ ବେଳେ ଯାନ୍ତ୍ରିକ ପଦ୍ଧତି ଆଉ ପୁସ୍ତକ ଗତ ବିଦ୍ୟା ବଳରେ ରୋଗୀ ଙ୍କ ରୋଗ ଭଲ କରିବାରେ ଲାଗିଛି। କେବେ ମାନସିକ ଅବସ୍ଥା କୁ ଦେଖିନି। କିନ୍ତୁ ଆମରି ଦେଶ ରେ ଅନେକ ଛାତ୍ର ଏହିପରି ଆତ୍ମହତ୍ୟା କରନ୍ତି । ପାରିବାରିକ ଚାପ ହିଁ ତାଙ୍କୁ ନେଇ ଯାଇ ଥାଏ ସେହି ସ୍ତରକୁ। Three Idiots ଭଳି ଫିଲ୍ମ୍ ମଧ୍ୟ ମଧ୍ୟ ବାହାରିଛି। କିନ୍ତୁ ଘଟଣା ଆଉ କେବେ ବନ୍ଦ ହବ?
Loading comments…