Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମଦନ
20 storys
ସାହାଯ୍ୟ
Premasila Raut · 4 min read · 5.7K reads
ମନରେ ମନୋଜ କଥା ଭାବିଲେ ତା ଆଖିରୁ ଦୁଇଟୋପା ଖୁସିର ଲୁହ ଝରିପଡେ । ସତରେ ମଦନ ଏ ସାହାଯ୍ୟକୁ ଜୀବନରେ କେବେ ଭୁଲି ପାରିବନି।
Inspirational
ସାହାଯ୍ୟ
Premasila Raut · 4 min read · 5.6K reads
ବେଳେବେଳେ ନିଜ ଜୀବନକୁ ଧିକ୍କାର ମଧ୍ୟ କରୁଥାଏ । କଣ ସେ କରିବ ବୁଦ୍ଧି ଦିଶୁନଥାଏ ।କୁଆଡେ ଯିବ ଘରକୁ ଗଲେ ନିଶ୍ଚୟ ମା ଆଉ ସ୍ତ୍ରୀ ପଚାରିବେ କଣ କାମ..
Others
ମରୀଚିକା
ପ୍ରିୟଦର୍ଶିନୀ ମହାନ୍ତି · 3 min read · 572 reads
ମଦନ ମଧ୍ୟ ପ୍ରେମରେ ଅନ୍ଧ ହୋଇ ଅନାମିକା ପ୍ରସ୍ତାବରେ ରାଜି ହେଲା।ପରଦିନ ମଦନ ସକାଳ ଟ୍ରେନ ଧରି ଅନାମିକା କହିଥିବା ଯାଗା ଅଭିମୁଖେ ଯାତ୍ରା କରିଲା।
Thriller
ଶୁଆ ଶାରୀ କଥା - ୯
ଓଡିଆ ଶିଶୁ ଗପ · 7 min read · 579 reads
ଏକଥା ଶୁଣି ଶାରୀ କହିଲା, ଏ ଶୁଆ ତୁ ଠିକ୍ କଥା କହିଛୁ । କିନ୍ତୁ ପୁରୁଷ ଲୋକ ବେଶୀ ଅବିଶ୍ୱାସୀ । ସ୍ତ୍ରୀଲୋକ ବହୁତ କମ୍ । ସେମିତିଆ ଗୋଟିଏ କଥା କହ
Children
ଅବୋଲକରା କାହାଣୀ - ୧୮
ଓଡିଆ ଶିଶୁ ଗପ · 4 min read · 7.9K reads
ସେ ସୌଦାଗର ଜଣକ ମଧ୍ୟ ବିନା ଦୋଷରେ ତାଙ୍କ ସ୍ତ୍ରୀ ମାନଙ୍କୁ ଘରୁ ତଡିଦେଲେ । ଆଜି ସେ ସର୍ବସ୍ୱ ହରାଇ ଦାଣ୍ଡର ଭିକାରି ହେଲେ ।
Children
ଗପ କହୁନି
Bibhudatta Dash · 10 min read · 1.3K reads
ସତରେ କାଳିଆ' ତୁ ଗୋଟେ ହଟିଆ ଠାକୁର, ଆଜି ମଦନର ବାପା ତୋ ପାଖକୁ ଯାଇପାରିଲାନି ବୋଲି ତୁ ମଦନକୁ ତା ପାଖକୁ ପଠେଇଦେଲୁ, ତେବେ ତିରିଶି ବର୍ଷ ଧରି କଣ...ଗୋଟେ ବାପର ଧର୍ଯ୍ୟ ପରିକ୍ଷା କରୁଥିଲୁ? ମୁଁ ତ କହିବି, ତୁ ଆଜି ଗୋଟେ ଭକ୍ତପାଖରେ ହାରିଯାଇଛୁ !! ତୋ ପାଖରେ ଆଉ କିଛି ବାଟ ନଥିଲା, ତୁ ପରା ଭଗବାନ, ଭାବବିନୋଦିଆ ଠାକୁର, ଭକତ ଭାବରେ ବନ୍ଧା..
Others
Loading…
Next page →