ସତରେ କାଳିଆ' ତୁ ଗୋଟେ ହଟିଆ ଠାକୁର, ଆଜି ମଦନର ବାପା ତୋ ପାଖକୁ ଯାଇପାରିଲାନି ବୋଲି ତୁ ମଦନକୁ ତା ପାଖକୁ ପଠେଇଦେଲୁ, ତେବେ ତିରିଶି ବର୍ଷ ଧରି କଣ...ଗୋଟେ ବାପର ଧର୍ଯ୍ୟ ପରିକ୍ଷା କରୁଥିଲୁ? ମୁଁ ତ କହିବି, ତୁ ଆଜି ଗୋଟେ ଭକ୍ତପାଖରେ ହାରିଯାଇଛୁ !! ତୋ ପାଖରେ ଆଉ କିଛି ବାଟ ନଥିଲା, ତୁ ପରା ଭଗବାନ, ଭାବବିନୋଦିଆ ଠାକୁର, ଭକତ ଭାବରେ ବନ୍ଧା..
Loading comments…