English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମହାବାତ୍ୟା
13 storys
ଆମର କିଛି ଦରକାର ନାହିଁ
Narayan chandra Senapati · 5 min read · 409 reads
ଆଖିର ଲୁହକୁ ପୋଛି ତିନୋଟି ଇଟାରେ ତିଆରି ତା ଚୁଲିର ଭାତ ଦିଟା ଫୁଟେଇ ଦେଲା ପୋଡା ଆଙ୍ଗାର ଜାଳି ଜାଳି ଦେଇ । ଟିକେ ବେଶର, ଗୋଟା ଭେଣ୍ଡି କେଇଟା,ନେଲିଆ ଦିଶୁଥିବା ଆଳୁ କେଇଖଣ୍ଡକୁ ଭଙ୍ଗା ଫଟା କଡେଇରେ ଦେଇ ଅଣ୍ଡାଖୋଳ,ବିଅର ପେଟି ଖୋଳ ଓ ଫଳ ପେଟି ପୁରାଇ ସିଝାଉଥିଲା ଖାଇବାକୁ ଆଦରର ତିଅଣ ।
Tragedy
ଗରିବର ଚିହ୍ନ
shibaram dalai · 2 min read · 636 reads
ପିଲାଟା ବୋଧେ ଅସହ୍ୟ ଯନ୍ତ୍ରଣାରୁ ରକ୍ଷା ମିଳିଯିବ ଭାବି ମୋ ସାଥିରେ ଆମ ଘରକୁ ଚାଲିଆସିଲା ।ମୋ ସ୍ତ୍ରୀ ତା ହାତରେ ମଲମ ଲଗେଇ ପଟି ବାନ୍ଧିଦେଲା ଏବଂ କିଛି ଖାଦ୍ୟ ଖାଇବାକୁ ଦେଲା ।
Tragedy
ସାଇକ୍ଲୋନ(ଅଫଁନ)
Akshayakumar Dash · 2 min read · 3.3K reads
ଗୋଟିଏ ବିପଦକୁ କହି ଆଉ ଗୋଟିଏ ବିପଦ ନିଜ ପାଇଁ ସୃଷ୍ଟି କରୁଛି। ହଁ ତ ବାତ୍ୟା ଆସୁଛି କିନ୍ତୁ ତୁ ଟିକେ ନିଜକୁ ସମ୍ଭାଳି ଚାଲ।
Inspirational
ବୋଉକୁ ଚିଠି
ଅନିଲ କୁମାର ଲେଙ୍କା · 2 min read · 263 reads
ବୋଉକୁ ଚିଠି
Tragedy
ଏକ ଅନନ୍ୟ ସ୍ମୃତି
Kiran Mishra · 4 min read · 508 reads
ନିମୋନିଆ ପାଇଁ ସବୁ ଠିକ୍ ଔଷଧ ଚାଲିଛି,ତେବେ ଅସୁବିଧା କୋଉଠି ରହିଲା!
Inspirational
ଅଣ ପୁରୁଷା
Satyabati Swain · 5 min read · 563 reads
ଡାକ୍ତର ବାବୁ ହସି ହସି କହିଲେ କିଏ କହିଲା ତୁମେ ଅଣପୁରୁଷା???ସବୁ ଠିକ୍ ଠାକ୍ ଅଛି।।ଯାଅ ଖୁସି ଖୁସି ମନ ଭରି ବଞ୍ଚ ନିଜ ଭାଗର ଜୀବନ।।
Others
Loading…
Next page →