by shibaram dalai ✓ · 3 May 2019
ପିଲାଟା ବୋଧେ ଅସହ୍ୟ ଯନ୍ତ୍ରଣାରୁ ରକ୍ଷା ମିଳିଯିବ ଭାବି ମୋ ସାଥିରେ ଆମ ଘରକୁ ଚାଲିଆସିଲା ।ମୋ ସ୍ତ୍ରୀ ତା ହାତରେ ମଲମ ଲଗେଇ ପଟି ବାନ୍ଧିଦେଲା ଏବଂ କିଛି ଖାଦ୍ୟ ଖାଇବାକୁ ଦେଲା ।
Loading comments…
Comments
Loading comments…