English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମହୁଲ
3 storys
ମହୁଲ
ମହୁଲ
Amiya Bej · 2 min read · 6.9K reads
ଆସିଥିଲା ବର୍ଷେ ପରେ ନାନୀ ସହ ଗାଁକୁ । ଛୁଟି ନେଇ । ମାଁକୁ ଧରି କାନ୍ଦିଲା ବହେ । ମା' ବି । ଦେହମୁଣ୍ଡ ଆଉଁସି ମାଁ କହିଲା - ଭଲ ଦୁ'ଛୁ । ହସିଦେଲା ସେ, କହିଲା - ଆଉ ଯିବିନି । - କାଇଁ ? - ତୋ ସାଙ୍ଗେ ରହିବି ! - ଏଠେଁ କି ସୁଖ ପାଇବୁ ଲୋ ? - ପାଇବି, ବହୁତ ପାଇବି । ମାଁ ଏଥର କଅଣ ବୁଝିଲା କେଜାଣି, ଚାହିଁଲା ଖାଲି ପାଦରୁ ମୁଣ୍ଡ ଯାଏଁ । ପଚାରିଲା - ତୋ କୁନିପୁଅ ? - ମନେପଡ଼ିବ ଭାଆରି... ଭେଁ କିନା କାନ୍ଦିପକାଇଲା ଆଉଥରେ ସେ । ଟୋକେଇଟେ ହାତକୁ ବଢ଼େଇଦେଇ ମାଁ କହିଲା - - ତୁନି ହ' ! ଚାଲ୍ ମହୁଲ କୁଢ଼େଇ ...!!!!
Others
ଦୁଇ ହାତ
Sriya Pattnaik · 4 min read · 7.1K reads
ସେ ଦିନଠାରୁ ଆଜି ବି ଦୁଇ ହାତରେ ଏପରି ସମ୍ପର୍କ ରହିଛି ଯେପରି ଗୋଟେ ହାତକୁ ମଶା କାମୁଡିଲେ ବି ଅନ୍ୟ ହାତ ଆପଣାଛାଏ ମଶାକୁ ମାରିଦିଏ ।
Inspirational
ଜଗତର୍ ହିତେ
ଫାଲଗୁନି ରଣା · 1 min read · 212 reads
ଜଗତର୍ ହିତେ
Others