English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମାଆବାପା
763 storys
ବିଷ ଚିଠି
Sagarika Mohanty · 5 min read · 8K reads
କହୁ କହୁ କାହା ଆଗରେ କହି ପକେଇବୁନି । ମନରେ କିଛି ବୋଝ ରଖିବୁନି । ଦେହର ଯତ୍ନ ନେବୁ ।
Fantasy
ମୋ ବଡମାଆ
Dipti lekha Mishra · 1 min read · 277 reads
ତିନି ବର୍ଷର ପୁଅ ମାଆ ହାତ ଧରି ଚାଲୁଥିଲା ସେ ବି ମାଆ ଛେଉଣ୍ଡ ହୋଇଥିଲା ।ଅଥଚ ମୁଁ ସେ ସମୟରେ ହୄୄୄୄଦୟଙ୍ଗମ ନ କରି ମରିଗଲେ ଭଲ ହେଲା କହୁଥିଲି କାରଣ ମୋତେ ସବୁବେଳେ ମାରୁଥାନ୍ତି, ଡରାଉଥାନ୍ତି, ଖାଇବା ଛଡାଉଥାନ୍ତି ।
Tragedy
ଭୁଲ ପଦକ୍ଷେପ
Dr Jharana Satapathy · 2 min read · 489 reads
ସବୁବେଳ ପିଲାମାନଙ୍କୁ ପଢାର ଚାପ ଦିଅନ୍ତୁ ନାହିଁ । ତାର ଭଲ ମନ୍ଦ କଥା ନିଜେ ବୁଝନ୍ତୁ ଭୟ ଦେଖାନ୍ତୁ ନାହିଁ।
Tragedy
ସାଇକେଲ
Santosh Kumar Nayak · 2 min read · 12K reads
ପୁରୁଣା ସାଇକେଲଟି ନୂଆ ଭଳି ଦେଖା ଯାଉଛି। ମାଆ ମୋର ହାତରେ କପଡାଟିଏ ଧରି ସାଇକେଲଟିକୁ ପୋଛି ଚାଲିଛି।
Abstract
ମନରେ ଇଚ୍ଛା ଶକ୍ତି
ଵଳରାମ ତରାଈ · 2 min read · 587 reads
ତେବେ ବିଭୁତି ର ରେଜେଲ୍ଟ ଯେବେ ପ୍ରକାଶ ପାଇଲା ସେହି ସମୟରେ ତାଙ୍କ ବାପା ଜମିରେ ଥିଲେ ଚାଷ କରୁଥିଲେ । ହେଲେ ଏହି ସମୟରେ ଜଣେ ଭାଇ ଆସି କହିଲେ ତୋ ପୁଅ ପୁଣି ଟପର ହେଇଛି ସେ ଜେବେ ଏ କଥା ଶୁଣିଲେ ସେ ଖୁସି ହୋଇଗଲେ କହିଲେ , ମୋ ପୁଅ ଆଜି ମୋ ନାଆ ରଖିଛି
Others
ଚକ୍ରବ୍ୟୁହରେ ବୃତ୍ତି ପ୍ରବୃତ୍ତି
Gangotri Priyadarshini · 3 min read · 196 reads
କଥା କହି ନ ପାରିବା, ସହରର ଅନ୍ଧ ଦୁନିଆ ବିଷୟରେ ଅଜ୍ଞ ଥିବା କାରଣରୁ ନିଜକୁ ସେ ଭୟଙ୍କର ନର୍କରୁ ଉଦ୍ଧାର କରିବା ସମ୍ଭବ ହୋଇ ପାରି ନଥିଲା ।
Abstract
Loading…
Next page →