English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମିଶ୍ରବୁଢା
91 storys
ରାତିର ଅକୁହା କାହାଣୀ
Lipsa Acharya · 5 min read · 495 reads
ଚାଳ ଫାଙ୍କ ଦେଇ ସୂର୍ଯ୍ଯ କିରଣ ମିଶ୍ର ଡକାୟତର ମୁହଁରେ ପଡିବାରୁ ତା ନିଦ ଭାଜିଲା। ସୀତା ହାତରେ ଚା'ପକଟେ ଥରି ଠିଆ ହେଇଥାଏ । ମିଶ୍ର ପାଖରେ କିଛି ଅବୁଝା ରହିଲା ନାହିଁ ।
Tragedy
ଅନ୍ଧ ମଣିଷ
Pallabi Das · 3 min read · 14.6K reads
ଆଉ ନୀତି ସମସ୍ତଙ୍କ ମଙ୍ଗଳ ମନାସନ୍ତି , କାଳେ କେବେ ଅନ୍ଧକାରକୁ ଦୂର କରି ଆଲୋକକୁ ଆପଣେଇବେ ତାଙ୍କ ଛୁଆ |
Others
ଚାଲ ଆମ୍ଭେ ଘରେ ରହିବା
Sambit Mishra · 1 min read · 223 reads
ପ୍ରତିଦିନ ଯୋଗ କରିବା ଶରୀରକୁ ସୁସ୍ଥ ରଖିବା ।
Comedy
ବୀରେଇ ବିଶାଳ-3
ଓଡିଆ ଗଳ୍ପ · 5 min read · 7.5K reads
ବୀରେଇ ହିସାବ କରି ଦେଖିଲା, କନ୍ୟାସୁନା ପଡ଼ିବ ସାତଶ’, ବିଭା ଖର୍ଚ୍ଚ ତିନିଶ’ରୁ ଊଣା ନୁହେଁ, ଗାଏ ଦୁଇପଦକୁ ହଜାରେ । ଘର ଭିତରେ ପୋତା ପୋତି କରି..
Classics
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
କିଏ ମହାନ୍?
ଓଡ଼ିଆ ଗଳ୍ପ ଓ କବିତା - ୨ · 3 min read · 8.3K reads
କବି ଲଳିତ ମିଶ୍ର ଗମ୍ଭୀର ହୋଇଗଲେ । ପରଦିନ ସେ ରାଜାଙ୍କୁ ଏକୁଟିଆ ପାଇ ପଚାରିଲେ, “ମହାରାଜ! ମୁଁ ଗୋଟିଏ ବିସ୍ମୟକର କଥା ଶୁଣିଲି ।
Classics
Loading…
Next page →