by Lipsa Acharya ✓ · 7 Sept 2019
ଚାଳ ଫାଙ୍କ ଦେଇ ସୂର୍ଯ୍ଯ କିରଣ ମିଶ୍ର ଡକାୟତର ମୁହଁରେ ପଡିବାରୁ ତା ନିଦ ଭାଜିଲା। ସୀତା ହାତରେ ଚା'ପକଟେ ଥରି ଠିଆ ହେଇଥାଏ । ମିଶ୍ର ପାଖରେ କିଛି ଅବୁଝା ରହିଲା ନାହିଁ ।
Loading comments…
Loading comments…