Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରଘୁଆ
21 storys
ସ୍ଵର୍ଗଦ୍ଵାର ଫାଷ୍ଟ ଫ୍ଲୋର୍
Aravinda Das · 2 min read · 7.2K reads
ତାକୁ ଲାଗିଲା ତା ବାପାଙ୍କୁ ସ୍ୱର୍ଗକୁ ଯିବାପାଇଁ ସୁବିଧା ହେବ ବୋଧେ;ଯାହାହେଲେ ବି ସ୍ବର୍ଗଦ୍ବାର ର ଫାଷ୍ଟ ଫ୍ଲୋର; ହେଲେ ସ୍ଵର୍ଗରେ କଣ ଆଉ ଜାଗା...
Others
ଅନାବିଳ ପ୍ରେମ
Amarendra Chaudhuri Ojha · 13 min read · 545 reads
ବଢ଼ୁଥିଲା ରାତ୍ରିର ନିର୍ଜନାତା। ସେହି ନିର୍ଜନ ରାତ୍ରିର ନିସ୍ତବ୍ଧତା ଭିତରେ ଏଇ ଦୁଇ ପ୍ରେମପକ୍ଷୀ ଏକାକାର ହୋଇ ଯାଉଥିଲେ ଦୁହିଁଙ୍କ ଭିତରେ।
Romance
ଟିକିଏ ମିଛ
pratap nayak · 2 min read · 14.4K reads
ସାହାସ କଲି ,ଅଷ୍ଠମଙ୍ଗୁଳାରେ ସରିତା ଆଉ ତା ବର ଆସନ୍ତୁ ସେହିଦିନ ମୁଁ ମୋ ପତ୍ନୀଙ୍କୁ ନେଇ ସରିତା ଘରକୁ ଯିବି ।ସମସ୍ତଙ୍କ ଆଗରେ ଦୋଷ ମାନିଯିବି ।
Others
ଗରିବ ହଟାଓ
Nayak Akshaya raazhasti · 1 min read · 220 reads
ସରପଞ୍ଚଙ୍କ ଠାରୁ ଏଇ କଥା ଶୁଣି ସେ ଆଁ କରି ଚାହିଁଲା ।ପୁଣି ସେ ଶୁଣିବାକୁ ପାଇଲା. ବୋକା କିରେ । ...
Tragedy
ସଙ୍ଗରୋଧର ସମୟ-୧୭
Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର) · 2 min read · 83 reads
ରଘୁଆକୁ କି ପ୍ରକାର ସାହାଯ୍ୟ କରି ପାରିବ ସୁନନ୍ଦ?ତାରି ଗାଁର ପିଲାଟା ସେ।ବିପଦରେ ପଡ଼ି ରାତି ବିକାଳେ ଫୋନ କରିଛି।
Inspirational
ଗରିବି
Parameswar Ojha · 2 min read · 487 reads
ଆଜିବି ରଘୁଆ ଘର ଛପର ଉଡି ଯାଉଥିବା ଚାଉଳକୁ ଚାହେଁ ଆଉ ଆଖି ଭିଜେଇ ଭାବୁଥାଏ । ତା ଝିଅଟାକୁ କେହି ନେଇ ଯାଆନ୍ତା କି, ସେ ରାଜିରୁଜାରେ କାହା ସହ ପଳେଇ ଯାଆନ୍ତା କି କୁଆଡେ । କିଛି ଏମିତି ଚମତ୍କାର ହୁଅନ୍ତାନି ରାତି ପାହିଲା ବେଳକୁ, ଭାରିଜା ବେମାର ଠିକ୍ ହୋଇ ଯାଆନ୍ତା । ଝିଅ ତା ଗେରସ୍ତ ସହ ଆସି ମୁଣ୍ଡ ତଳକୁ କରି ଛିଡା ହୋଇ କୁହନ୍ତାନି -- " ବାପା ମୋତେ କ୍ଷମା କରିଦିଅ, ମୋର ଭୁଲ୍ ହୋଇ ଯାଇଛି ।"
Abstract
Loading…
Next page →