Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରବି
17 storys
ସାହାଯ୍ୟ
Prasanta kumar Hota · 8 min read · 11.5K reads
ମୁଁ କିଛି କହି ପାରିଲି ନାହିଁ। ଭାବୁଥିଲି ସାହାଯ୍ୟ ଏକ ମନୋବୃତ୍ତି ବିଭୁ କୃପା ଏକ ଆଶିର୍ବାଦ ।
Inspirational
ତୋ ପ୍ରେମରେ ମୁଁ ପାଗେଳୀ ଆଜି
Debabrata Barik Debunu · 4 min read · 369 reads
ମୁଁ ଏତେ ପାଗଳ ଯେ ତୁମକୁ ଭଲ ପାଇ ବସିଲି । ତୁମେ ଆଉ ତୁମ ଭଲପାଇବା ଛଡା ବଞ୍ଚି ରହିବା ମୋ ପାଖରେ ଅସମ୍ଭବ ଥିଲା । ସେଇଥିପାଇଁ ଗୋଟିଏ ସମୟ ବାଧ୍ୟ ହୋଇ ଏହି ସିଦ୍ଧାନ୍ତ ନେଲି ଏଇ ଜୀବନକୁ ଶେଷ କରି ଦେବି...
Tragedy
ତୃତୀୟ ସନ୍ତାନ
ABhimanyu Panda · 16 min read · 278 reads
ରବି ଉଠିପଡ଼ିଲା ମାମା ମାମା ଡାକି । ପ୍ରୀତିଙ୍କୁ ରତିକାନ୍ତଙ୍କ କୋଳରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ପାଖକୁ ଯାଇ ପ୍ରୀତିଙ୍କ ହାତଧରି ରତିକାନ୍ତଙ୍କ କୋଳରୁ ଅଲଗା କରିଦେଲା ।
Drama
ଲଭ୍ ଷ୍ଟୋରୀ - ୦୫
Jyotiranjan Sahu · 6 min read · 533 reads
ପରାଜୟର ଯନ୍ତ୍ରଣାଟା କେତେବେଳେଯେ କ୍ରୋଧରେ ରୁପାନ୍ତରିତ ହୋଇ ରବିର ମୁହଁରୁ ବାହାରିଗଲା " ଭଲ ପିଲା ! ଭଲ ପିଲା ! କଣ ମିଳିବ ସେଥିରୁ । ଆଉ ତୁମେ କଣ ଜାଣ ଭଲପାଇବା କାହାକୁ କହନ୍ତି ? ପ୍ରେମ କଣ ?
Tragedy
ମିଛ ନ କହୁଥିବା ମଣିଷ
Ranjit Sahu · 3 min read · 12K reads
ସେହି ତିନିଟି ମାଙ୍କଡଙ୍କର ମୂର୍ତ୍ତି ବୋଧେ ସାରଙ୍କର ଚିର ଦିନର ସାଥି, ଚାକିରୀ ଜୀବନ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ମଧ୍ୟ !
Inspirational
ଆସ୍ଥା
Pramod Kumar Jena · 9 min read · 14.9K reads
ରବି କହିଲେ ଟିକେ ପ୍ରୋବ୍ଲେମ୍ ଅଛି l ଏଥର ଆବର୍ସନ୍ କରେଇନେବା l ପରେ ସମୟ ହେଲେ କୋର୍ଟ୍ ମ୍ୟାରେଜ୍ କରିବା l
Abstract
Loading…
Next page →