by ABhimanyu Panda ✓ · 17 Mar 2020
ରବି ଉଠିପଡ଼ିଲା ମାମା ମାମା ଡାକି । ପ୍ରୀତିଙ୍କୁ ରତିକାନ୍ତଙ୍କ କୋଳରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ପାଖକୁ ଯାଇ ପ୍ରୀତିଙ୍କ ହାତଧରି ରତିକାନ୍ତଙ୍କ କୋଳରୁ ଅଲଗା କରିଦେଲା ।
Loading comments…
Loading comments…