Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରହସ୍ୟମୟ
6 storys
ମନ ପାଇଗଲା ମନଟିଏ
Manoj Kumar Panda · 9 min read · 485 reads
ମୋର ଏହୀ ଲେଖାଟିକୁ ପଢିବେ ଆଉ ଭଲ ଲାଗିଲେ ସେୟାର କରିବା ସହ ଫୋନ୍ କରି ଜଣାନ୍ତୁ..
Others
ହିସାବ
Seetaram Dash · 2 min read · 517 reads
ଦିନ ଥିଲା ଚିନ୍ମୟୀ ଦେବୀ ଭୋର ଚାରିଟାରୁ ପୁଣି ରାତି ଦଶ ପର୍ଯ୍ୟନ୍ତ ଖଟୁଥିଲେ। ଚାଷବନ୍ଦୀ ଘର। ଗୁହାଳେ ଅନେକ ଗୋରୁଗାଈ। ତା ସାଙ୍ଗକୁ ଧାନ ଉଁସା, ଘଷି ପରା, ଓଷା ବ୍ରତ ଏବଂ ବନ୍ଧୁବାନ୍ଧବ ଘରର ଯାବତୀୟ କାମ ଏକା କରୁଥିଲେ। ଏମିତିକି ଚାଷ ବାସ ସମୟରେ ଧାନ, ମୁଗ ବିରି ପାଛୁରା ପାଛୁରି କରି ବର୍ଷକ ପାଇଁ ସାଇତି ରଖିବାକୁ ପଡୁଥିଲା। ନିଜ ଖାଇବା ପିଇବା ଦେହ ମୁଣ୍ଡ କଥା ଦିନେ ମଧ୍ୟ ଭାବିବାକୁ ସମୟ ପାଇଁ ନାହାନ୍ତି ବୟସ ବେଳେ। ମନରେ ଗୋଟିଏ ଅଭିଳାଷ ପୁଅ ଅଙ୍କିତ ବଡ଼ ହୋଇଗଲେ ମୋ ଦୁଃଖ ସରିଯିବ। ଦଣ୍ଡେ ବସୁ ନ ଥିବା ମଣିଷଟି ଏବେ ସମୟ ନିକଟରେ ହାର ମାନିଛି। ବୟସ ତାଙ୍କୁ ପୋକଖିଆ ବାଉଁଶ ପରି ଦୁର୍ବଳ କରିଦେଇଛି। ବୋଉର ପାଟି ଶୁଣି ଘର ଭିତରୁ ଅଙ୍କିତ ଆସି ବୋଉ ଉପରେ ବହୁତ ବିରକ୍ତ ହେଲା। ରାଗରେ କହିଲା, "କଣ ଦରକାର ଆଡେ ସାଡେ ଯିବା। ଗୋଡ଼ ତ ଭଲ ନାହିଁ। ତତେ କିଏ କହୁଛି କାମ କରିବାକୁ। ବୁଲିବା ଗୋଟେ ତୋର ଅଭ୍ୟାସ, ଘେରାଏ ନ ବୁଲିଲେ ସତେ ଯେମିତି ଭାତ ହଜମ ହେବନି। ଜାଣିଛୁ ଏ ଗୋଡ଼ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଲାଣି। ଛ ମାସରେ ତିରିଶ ଚାଳିଶ ହଜାର ଖର୍ଚ୍ଚ ହେଲାଣି। ତତେ କଣ ଜଣା ପଡୁଛି। ଛ ମାସ ହେଲାଣି କେତେ କ୍ଷୀର ତୋ ପାଇଁ ଆସୁଛି ହିସାବ କରିଛୁ" ବୋଉ ଶାନ୍ତ ଚିତ୍ତରେ କହିଲେ, "ମୁଁ ହିସାବ କରିବା କଣ ଦରକାର। ତୁ ତ ହିସାବ କରୁଚୁନା...." ଚିନ୍ମୟୀ ଦେବୀଙ୍କ ମୁହଁରେ ଏକ ଭିନ୍ନ ପ୍ରକାର ହସ ଥିଲା। ଅଙ୍କିତ ବୋଉ ଏମିତି ହସିବାର କେବେ ଦେଖିନି। ଅଙ୍କିତ ପାଇଁ ସେ ହସ ଥିଲା ମୋନାଲିସାର ହସ ଠୁ ବି ଆହୁରି ରହସ୍ୟମୟ। କିଛି ବି ବୁଝି ପାରିଲାନି ଅଙ୍କିତ, ବୋଉ ଦୁଃଖରେ ହସୁଛି ନା ଖୁସିରେ...
Tragedy
ଜୀଅଁନ୍ତା ଭୂତ
Sambit Srikumar · 5 min read · 86 reads
ଭୂତ ଫୁତ କିଛି ନାହିଁ। ଏଇଟା ମନର ବିକାର ଛଡା ଆଉ କିଛି ନୁହେଁ। ସାତ ଆଠ ମାଇଲ ଚାଲିକି ଆସିଲି କେତେ ଗାଁ କେତେ ମଶାଣି ବି ଦେଖିଲି। ହେଲେ ଭୂତ ଗୋଟେ ବି ପାଇଲିନି।
Horror
ଅତୃପ୍ତ ପ୍ରେମଶିଲା
DR SAMIR RANJAN BEHERA · 12 min read · 363 reads
ଅତୃପ୍ତ ପ୍ରେମଶିଲା
Horror
ସିକ୍ରେଟ୍ ରୁମ୍
Brajakishor Bidyadhar · 10 min read · 275 reads
ସିକ୍ରେଟ୍ ରୁମ୍
Abstract
ଅଜବ୍ ଯୁଗର ଗଜବ୍ ଲଭ୍
Brajakishor Bidyadhar · 12 min read · 356 reads
ଅଜବ୍ ଯୁଗର ଗଜବ୍ ଲଭ୍
Drama