English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ରାଜନୀତି
22 storys
ଉଠରେ ପୁତା ଉଠ
Abhiram Mandal · 9 min read · 636 reads
ମୁଁ କାହ୍ନା ଆଡେ ଚାହିଁଲି, ସେ ମୁଣ୍ଡ ପୋତି ତଳକୁ ଚାହିଁ ରହିଲା । ମୁଁ ପଚାରିଲି-"କିରେ କାହାକୁ ଭୋଟ ଦେଇଛୁ?" ସେ ଡରି ଡରି ଛିପ ଢ଼ୋକି କହିଲା-" ସାନବା' ଙ୍କୁ
Tragedy
କୁଜି ନେତା
Maheswar sahoo · 5 min read · 117 reads
ବିକ୍ରମ ଓ ତାର ଦଳର ଲୋକ ମାନେ ଭରତ ଉପରେ ଆକ୍ରମଣ କରିଥିଲେ । ଭରତ ମଧ୍ୟ ଛାଡିବା ଲୋକ ନୁହେଁ, ସେ ମଧ୍ୟ ଓଲଟା ଆକ୍ରମଣ କରିଥିଲା ।
Tragedy
ଜ୍ଞାନ ର ଜ୍ୟୋତ୍ସ୍ନା
Pallabi Das · 6 min read · 617 reads
ଜ୍ୟୋତ୍ସ୍ନା ସବୁ ସହି ଯାଉଥିଲା ହସି ହସି , ଜ୍ଞାନର ବିରକ୍ତ ଭାବ ଆଉ ଜନତାଙ୍କ ଅପନିନ୍ଦା ତା ପାଇଁ ଦେହ ସୁହା ହୋଇ ଯାଇଥିଲା । ଅହ ରହ ଖଟୁ ଥିଲା ସେ , କେବେ ଜ୍ଞାନକୁ ଖୁସି କରିବାକୁ ପ୍ରଚେଷ୍ଟା ତ କେବେ ପରିବାରକୁ ଯୋଡ଼ି ରଖିବାର ପ୍ରୟାସ ସେଥିରେ ପୁଣି ଦଳ ମିଟିଂ ଆଉ ଜନତାଙ୍କ ପାଇଁ ସେବା ମୂଳକ ପଦକ୍ଷେପ ମାନ ଆଉ ସେଥିରେ ଆସୁଥିବା ପ୍ରତିରୋଧକୁ ମୁକାବିଲା କରିବାର ପ୍ରୟାସ । ଗାଁ ଠାରୁ ସହର ଯାଏ ସବୁ ଠାରେ ଜ୍ୟୋତ୍ସ୍ନାର ଖ୍ୟାତି ବଢ଼ିବାରେ ଲାଗିଥିଲା , କିନ୍ତୁ ଜ୍ଞାନ ଭିତରେ ତା ପାଇଁ ଘୃଣା ଆଉ ବିଦ୍ୱେଷ ବଢିବାରେ ଲାଗିଥିଲା । ଜ୍ଞାନ ମନ ସବୁ ବେଳେ ଜ୍ୟୋତ୍ସ୍ନାର ସୁରକ୍ଷା ପାଇଁ ବ୍ୟସ୍ତ ବିବ୍ରତ ହଉଥିଲା ଆଉ ସେ ତାକୁ ରାଜନୀତି ଠାରୁ ଦୁରେଇ ରଖିବାକୁ ବୋହୁତ୍ ଚେଷ୍ଟା କରୁଥିଲା । ତାର ବହୁତ୍ ପ୍ରତିବାଦ ସତ୍ତ୍ଵେ ବି ଜ୍ୟୋତ୍ସ୍ନା ତା ଘରର ନେତା ହବା ପରମ୍ପରାକୁ ବଜାଇ ରଖିଥିଲା , ଆଉ ସବୁ ଅସୁବିଧାକୁ ପଛରେ ପକେଇ ଆଗକୁ ବଢ଼ି ଚାଲିଥିଲା । ଜ୍ୟୋତ୍ସ୍ନାର ଅହ ରହ ଖଟଣି ଆଉ ତା ଭିତରେ ବଢ଼ୁଥିବା ଟିୟୁମର୍ ଟା ଯ ତା ଜୀବନ ନେଇଯିବ କେହି କେବେ ଭାବି ନଥିଲେ ।
Tragedy
ମୁଁହିତ ଗରିବ ଭୋଟର
Maheswar sahoo · 7 min read · 655 reads
ରାମ ସାହୁ ଚାଳିଶ ବର୍ଷ ହେଲା ଦେଖି ଆସୁଛି ନେତା ମାନଙ୍କର ମିଥ୍ୟା ପ୍ରତିଶୃତି ।
Inspirational
କିଞ୍ଚିତ୍ ସଫଳତା
Pranati Mahapatra · 3 min read · 7.6K reads
ଶୁଣ ମା,ଯେଉଁ ରାଜନୀତି ଚକ୍ରରେ ମୋ ବାବା ଶିକାର ହୋଇ ଅାମକୁ ବାପଛେଉଣ୍ଡ ହେବାକୁ ପଡିଛି, ସେହି ରାଜନୀତିକୁ ମାଧ୍ୟମ କରି ମୁଁ ସବୁ କରିବି।
Tragedy
ଛବିଳ ବର୍ଣ୍ଣବୋଧ
ABHISEK TRIPATHY · 2 min read · 3.7K reads
ଏଠି ନିଜ ଘର ଠାରୁ ପଡିଶା ଘର କଥା ବେଶୀ ଥାଏ ଜଣା। ଚାଲୁଣୀ ଏଠି ଛୁଂଚି କୁ କହେ ତୋ ପଛ ରେ ଗୋଟେ କଣା।
Others
Loading…
Next page →