Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରେସ୍ମା
2 storys
ଅଦୃଶ୍ୟ ପ୍ରେମିକା
Writer Roja Panda · 3 min read · 321 reads
ମୋହନର ବାପା ଘରଭିତରେ ରହି ଏସବୁ ଶୁଣୁଥିଲେ । ସଙ୍ଗେ ସଙ୍ଗେ ମୋହନ ପାଖକୁ ଆସି ଏକ କର୍କଶ ସ୍ୱରରେ କହିଲେ - ନା ସେ ଲାଜ କରେନି । ସେ ତୋ ସାମ୍ନାରେ ଅଦୃଶ୍ୟ ରହିବାର କାରଣ ତାର ବୁରଖା ।ସେ ମୁସଲମାନ ଝିଅ । ସେଥିପାଇଁ ସେ ସବୁବେଳେ ବୁରଖା ପିନ୍ଧି ବୁଲେ । ସେଇଟା ସେମାନଙ୍କ ଧର୍ମ । ମୁସଲମାନ ଝିଅମାନେ ସାଧାରଣତଃ ନିଜ ମୁହଁ ଆଉ ଦେହକୁ ଢାଙ୍କିବା ପାଇଁ ବୁରଖା ପିନ୍ଧନ୍ତି । ଆଉ ତୁ ହିନ୍ଦୁ ବ୍ରାହ୍ମଣ । ସେଥିପାଇଁ ଜଣେ ମୁସଲମାନ ଝିଅକୁ ବିବାହ କରିବା ନିୟମ ବାହାରେ ।
Others
ପ୍ରେମ 2
Neelima Nivedita Behera · 4 min read · 7.8K reads
ସ୍ପ୍ଲେଣ୍ଡର୍ ଛାଡ଼ି ଏଣିକି ହୁଣ୍ଡାଇ ଚଢୁଥିବ ସେ ଯଉଟା ତାକୁ ଯଉତୁକରେ ମିଳିଥିବ । ବଦଳିଥିବ ଯଦି କେବଳ ତା’ ନାକ ତଳ ।
Others