Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଲିପ୍ସା
8 storys
ଭଗବାନଙ୍କ ଠିକଣା
Aravinda Das · 1 min read · 7.7K reads
ନାସ୍ତିସୂଚକ ମୁଣ୍ଡ ହଲାଇ ରାଜୁ କହିଲା, "ବୟସ ଥିଲା ପର୍ଯ୍ୟନ୍ତ ଭଗବାନ ଘରେ ରୁହନ୍ତି, ବୁଢ଼ା ବୁଢ଼ୀ ହୋଇଗଲେ ଭଗବାନ ,ବୃଦ୍ଧାଶ୍ରମ ରେ ରୁହନ୍ତି।"
Others
ଆଖି ବହି
Satyabati Swain · 7 min read · 261 reads
ବାପାଙ୍କ ଦେହ ଅଣାୟତ ହେଉଥିଲା।ସେ ଆ ଇ ସି ୟୁ ରେ ଭର୍ତ୍ତୀ ହେଲେ।ଆଠ ଦିନ ପରେ ବାପା ଆମକୁ ଛାଡି ଆର ପାରିକୁ ଚାଲିଗଲେ।
Romance
ଲିପ୍ସା ପଣ୍ଡା
Satyabati Swain · 4 min read · 251 reads
ମନଟି ଗୋଲେଇ ଘାଣ୍ଟି ହେଲା।ସବୁ କଷ୍ଟ ନୀଳକଣ୍ଠ ପରି ପିଇ ସାରି ବଞ୍ଚିବା ପାଇଁ ସାହସ ବାନ୍ଧିଲା ବେଳକୁ ଏ ପୁଣି କି ଦୃଶ୍ୟ ପ୍ରଭୁ।
Drama
ସମୟ ର ସ୍ରୋତ
Rajesh Kumar Barik · 2 min read · 12.3K reads
ସମସ୍ତେ ଯେମିତି ପଥର ହୋଇଯାଆନ୍ତି ହେଲେ କେହି ଥରୁଟିଏ ବୁଝିଲେନି ଏତେ ବଡ ଭୂବନେଶ୍ବର ଟାରେ ଏଇ ଲକ୍ଡାଉନ୍ ଝିଅ ଟାଏ ଜିବ କୁଆଡେ ।
Inspirational
ମାୟାଵିନୀ
Rashmita Panigrahi · 6 min read · 9 reads
ବୁଢ଼ା କାଳେ ପ୍ରେମ ଉଛୁଳୁଚି କହି ଓଲଟି ଗାଳି ଗୁଲଜ କଲେ l କେତେ ଆଉ ସହିଥାନ୍ତା ! ଶେଷରେ ଆଖି ବୁଜି ଦେଲା ମୋହରି ସାମ୍ନାରେ l
Tragedy
ଛେଳି
Satyabati Swain · 5 min read · 335 reads
ସେ ଟିକେ ଗମ୍ଭୀର ହୋଇ କହିଲା ନା ,ବର୍ଷା କେବଳ ପୋଡିଲା। କିନ୍ତୁ ଭଲ ଲାଗିଲା ତୋ ଜାବୁଡି ଧରିବା,ତୋ କିସ କରିବା, ମୋତେ ଉପରକୁ ଟେକି ମୋ ପ୍ରକରେ ତୋ ମୁହଁ ଗୁଞ୍ଜିବା।ମୋତେ ଭଲ ଲାଗିଲୁ ତୁ ତୋ ଖୋଲା ଓଦା ଦେହ।କଣ ଅଛି ତୋ ପାଖରେ କି ଏମିତି ଭଲ ଲାଗିଲା!ଲିପ୍ସା ଅବୁଝା ଆଖିରେ ଅୟୁତ ପ୍ରଶ୍ନ।
Others
Loading…
Next page →