by Satyabati Swain ✓ · 30 Jun 2019
ସେ ଟିକେ ଗମ୍ଭୀର ହୋଇ କହିଲା ନା ,ବର୍ଷା କେବଳ ପୋଡିଲା। କିନ୍ତୁ ଭଲ ଲାଗିଲା ତୋ ଜାବୁଡି ଧରିବା,ତୋ କିସ କରିବା, ମୋତେ ଉପରକୁ ଟେକି ମୋ ପ୍ରକରେ ତୋ ମୁହଁ ଗୁଞ୍ଜିବା।ମୋତେ ଭଲ ଲାଗିଲୁ ତୁ ତୋ ଖୋଲା ଓଦା ଦେହ।କଣ ଅଛି ତୋ ପାଖରେ କି ଏମିତି ଭଲ ଲାଗିଲା!ଲିପ୍ସା ଅବୁଝା ଆଖିରେ ଅୟୁତ ପ୍ରଶ୍ନ।
Loading comments…
Loading comments…