Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମାଇଁ
6 storys
ଚପଲ
Rasmi Rekha Tripathy · 2 min read · 560 reads
ଆରେ ହେଇ l ଇଏ ତ ସେହି ପିଲା, ଯାହାକୁ କିଛି ସମୟ ଆଗରୁ ଦେଖି ମୁଁ ନାକ ଟେକିଥିଲି l ଅପରିଷ୍କାର ସାର୍ଟ୍ ପ୍ୟାଣ୍ଟ୍ l ଅଯତ୍ନ ବର୍ଦ୍ଧିତ ନଖ ସବୁ ମଳି ଭର୍ତ୍ତି l
Inspirational
ଲୁଡୁଖେଳ 3.0
Bibhu Samanta · 4 min read · 94 reads
ତା ନାଲି ସାର ପଛେ ପଛେ ମୋ ନୀଳ ସାର ବୁଲୁଥାଏ। ଏତେ ସାର ଭିଡରେ ମୋ ସାର କାହିଁ ତା ପାଖକୁ ଚାଲିଯାଏ?
Romance
ଛେଳି
Satyabati Swain · 5 min read · 335 reads
ସେ ଟିକେ ଗମ୍ଭୀର ହୋଇ କହିଲା ନା ,ବର୍ଷା କେବଳ ପୋଡିଲା। କିନ୍ତୁ ଭଲ ଲାଗିଲା ତୋ ଜାବୁଡି ଧରିବା,ତୋ କିସ କରିବା, ମୋତେ ଉପରକୁ ଟେକି ମୋ ପ୍ରକରେ ତୋ ମୁହଁ ଗୁଞ୍ଜିବା।ମୋତେ ଭଲ ଲାଗିଲୁ ତୁ ତୋ ଖୋଲା ଓଦା ଦେହ।କଣ ଅଛି ତୋ ପାଖରେ କି ଏମିତି ଭଲ ଲାଗିଲା!ଲିପ୍ସା ଅବୁଝା ଆଖିରେ ଅୟୁତ ପ୍ରଶ୍ନ।
Others
ପ୍ରେମପକ୍ଷୀ
ଡ. ପଦ୍ମ ଚରଣ ମିଶ୍ର · 4 min read · 164 reads
କେଉଁ ଦୋଷ ପାଇଁ କି ପୂଜା ବିଧି ହୁଏ, ବାହ୍ମଣକୁ ସେଟିଂ କରା ହେଇଥିଲା। କାହାକୁ କାନୋକାନ୍ ଖବର ବି ହେଲାନି। ବାବୁନା ମିତାର ବାହାଘର ୨୩ ଜାନଆରୀ ୨୦୦୬ ଦିନ ଖୁବ୍ ଧୁମଧାମରେ ହେଲା।
Drama
ଏଇତ ଜୀବନ- ପ୍ରଥମ ଅଂଶ
Priyaranjan Biswal · 4 min read · 161 reads
ବଡ ସମାରୋହ କରି ପୁଅର ନାମକରଣ ମଧ୍ଯ କଲେ। ପୁଅର ନାମ ରଖିଲେ ମନୋଜ। ତାପରେ ଆନନ୍ଦରେ ଦିନ ସବୁ ବିତିବାକୁ ଲାଗିଲା। ଚାହୁଁଚାହୁଁ ଦୁଇମାସ ହୋଇଗଲା।
Abstract
ପରିବର୍ତ୍ତନ
Paramita Mishra · 4 min read · 190 reads
ସେଦିନର ସେ ଘଟଣାଟିରେ ସମସ୍ତଙ୍କ ଜୀବନ ବଦଳାଇ ଦେଲା। ମାଇଁ ନିଜ ଗହଣା ବିକି ସୋମୁକୁ ଆଗକୁ ପଢାଇଲେ। ସ୍ନାତକ ପରେ ସୋମୁ ଆଇ.ଏ.ଏସ ପାଇଁ ସହରକୁ ଗଲା ଆଉ ସେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ।
Children Stories