by Priyaranjan Biswal ✓ · 23 Aug 2021
ବଡ ସମାରୋହ କରି ପୁଅର ନାମକରଣ ମଧ୍ଯ କଲେ। ପୁଅର ନାମ ରଖିଲେ ମନୋଜ। ତାପରେ ଆନନ୍ଦରେ ଦିନ ସବୁ ବିତିବାକୁ ଲାଗିଲା। ଚାହୁଁଚାହୁଁ ଦୁଇମାସ ହୋଇଗଲା।
Loading comments…
Loading comments…