by Paramita Mishra ✓ · 16 Jun 2021
ସେଦିନର ସେ ଘଟଣାଟିରେ ସମସ୍ତଙ୍କ ଜୀବନ ବଦଳାଇ ଦେଲା। ମାଇଁ ନିଜ ଗହଣା ବିକି ସୋମୁକୁ ଆଗକୁ ପଢାଇଲେ। ସ୍ନାତକ ପରେ ସୋମୁ ଆଇ.ଏ.ଏସ ପାଇଁ ସହରକୁ ଗଲା ଆଉ ସେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ।
Loading comments…
Loading comments…